Author: Anasuya Das

Wildfires: ବିଭିନ୍ନ ଅଞ୍ଚଳରେ ବ୍ୟାପିଥିବା ଜଙ୍ଗଲରେ ଲାଗିଛି ନିଆଁ। ଯାହା ରାଜ୍ୟର ପ୍ରାୟ ଅଧା ଜଙ୍ଗଲଅଞ୍ଚଳକୁ ପ୍ରଭାବିତ କରିଛି। ନିଆଁ ଭୟଙ୍କର ଭାବେ ବ୍ୟାପିବାରେ ଲାଗିଥିବା ବେଳେ ନିଆଁକୁ ଆୟତ୍ତ କରିବା ପାଇଁ ବନ ବିଭାଗ କର୍ମଚାରୀମାନେ ୨୪ ଘଣ୍ଟିଆ ସଂଘର୍ଷ କରୁଛନ୍ତି। ମାର୍ଚ୍ଚ ୧୨ ତାରିଖ ସୁଦ୍ଧା ଅଗ୍ନିକାଣ୍ଡରେ ଏକାଧିକ ବନାଞ୍ଚଳ ନଷ୍ଟ ହୋଇଯାଇଛି। କେବଳ ମାର୍ଚ୍ଚ ୧୨ ତାରିଖରେ ୧୪୨୬ଟି ସ୍ଥାନରେ ନିଆଁ ଲାଗିଥିବା ବନ ବିଭାଗ ସୂଚନା ଦେଇଛି। ଆଜି ସୁଦ୍ଧା ରାଜ୍ୟର ୭୪୭ଟି ସ୍ଥାନରେ ନିଆଁ ଲାଗିଥିବା ଜଣାପଡିଛି । ଚଳିତ ବର୍ଷ ଆରମ୍ଭରୁ ମାର୍ଚ୍ଚ ୧୧ ତାରିଖ ପର୍ଯ୍ୟନ୍ତ ଜଙ୍ଗଲରେ ନିଆଁ ଲାଗିବାର ୧୦,୪୫୫ଟି ଘଟଣା ଘଟିଛି। ଗତକାଲି ଓ ଆଜିକୁ ମିଶାଇ ମୋଟ ଅଗ୍ନିକାଣ୍ଡ ପ୍ରଭାବିତ ସ୍ଥାନ ସଂଖ୍ୟା ୧୨ ହଜାର ଟପିଯାଇଛି। ଜାତୀୟ ଏବଂ ରାଜ୍ୟ ପରିପ୍ରେକ୍ଷୀ: ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ ଅନୁଯାୟୀ, ଗତ ଏକ ସପ୍ତାହ ମଧ୍ୟରେ ଓଡ଼ିଶାରେ…

Read More