Author: TRUPTIMAYEE SAHOO

ୟୁନେସ୍କୋର ସଂସ୍ଥା ‘ୱାର୍ଲ୍‌ଡ ଏକାଡେମୀ ଅଫ୍ ଆର୍ଟସ୍ ଆଣ୍ଡ୍ କଲଚର’ ଦ୍ୱାରା ଆମେରିକାର ମେକ୍ସିକୋ ସହରରେ ଆୟୋଜିତ ଏକ ମର୍ଯ୍ୟାଦାଜନକ ପାଞ୍ଚଦିନିଆ ବିଶ୍ୱ କବି ସମ୍ମିଳନୀରେ ଯୋଗଦେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ବିଶିଷ୍ଟ ଓଡ଼ିଆ କବୟିତ୍ରୀ ସୁଶ୍ରୀ ସଂଗୀତା ମିଶ୍ର । ସେହି ସମ୍ମିଳନୀରେ ସ୍ଥାନ ପାଇଥିବା ‘ମହାନ କବିମାନଙ୍କ କବିତା ପଛର ଦର୍ଶନ’ ବିଷୟକ ଏକ ଆଲୋଚନା ଅଧିବେଶନରେ ନିଜର ବକ୍ତବ୍ୟ ରଖିବା ପାଇଁ ଭାରତର ଏକମାତ୍ର କବୟିତ୍ରୀ ଭାବରେ ସେ ଆମନ୍ତ୍ରିତ ହୋଇଥିଲେ। ଏହି ଅଧିବେଶନର ମଞ୍ଚରେ ତା’ଙ୍କ ବ୍ୟତୀତ ସୋନ୍ୟା ଗାର୍ଜା ରାପୋର୍ଟ (ମଣ୍ଟେରୀ), ଡାନିଏଲ୍ ଗ୍ରାଗ୍‌ଲିଆ (ଚିଲି) ଓ ଡ଼ଟ୍ ଡ୍ରମ୍‌ହେଲର୍ (ନ୍ୟୁଜିଲାଣ୍ଡ) ମଧ୍ୟ ଉପସ୍ଥିତ ଥିଲେ। ୟୁନୋସ୍କୋର ଆୟୋଜନକାରୀ ସଂସ୍ଥା ପକ୍ଷରୁ ଜାରି ହୋଇଥିବା ଏକ ପ୍ରେସ୍ ବିଜ୍ଞପ୍ତିରୁ ଜଣାଯାଇଛି ଯେ ମେକ୍ସିକୋ ସହରର ଗ୍ରାନ୍ ହୋଟେଲ୍…

Read More