Author: TRUPTIMAYEE SAHOO

ଦୀପାବଳିକୁ ନେଇ ଶ୍ରଦ୍ଧାଳୁଙ୍କ ମନରେ ଦ୍ୱନ୍ଦ୍ୱ ଉପୁଜିଛି । ଆସନ୍ତା ୨୦ ତାରିଖରେ ଦୀପଦାନ ଓ ପୟାଶ୍ରାଦ୍ଧ କରାଯିବ ନା ୨୧ ତାରିଖରେ କାଉଁରିଆ ଜାଳିବେ ଲୋକେ ଏହାକୁ ନେଇ ଅନେକ ଦ୍ୱନ୍ଦ ରହିଛି । ସେହିପରି କେଉଁ ରାଶିପାଇଁ ଭଲ କେଉଁ ରାଶି ପାଇଁ ଏଥର ଅମାବାଶ୍ୟ ଖରାପ ହେବ ତାକୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ରହିଛି । ଆସନ୍ତୁ ଏହି ବିଷୟରେ ଜାଣିବା । ତେବେ ଶ୍ରୀମନ୍ଦିର ସ୍ୱକୃତୀ ପ୍ରାପ୍ତ ୫ଟି ପଞ୍ଜିକାରେ ୨୦ ତାରିଖରେ ଶ୍ୟାମା ପୂଜା, ପୟା ଶ୍ରାଦ୍ଧ ଓ ଦୀପଦାନ ରହିଥିବା ବେଳେ ଅନେକ ପଞ୍ଜିକାରେ ୨୧ତାରିଖରେ ପୟାଶ୍ରାଦ୍ଧ ଦୀପଦାନ ଲେଖାଯାଇଛି । ପୁଣି ୨୧ତାରିଖ ସରକାରୀ ଛୁଟି ରହିଛି, ଯାହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି କେଉଁଦିନ ପାଳନ କରିବେ ଲୋକେ।ଦୀପାବଳିକୁ ନେଇ ବଢୁଛି ଦ୍ୱନ୍ଦ୍ୱ । କେଉଁ ଦିନ ପାଳିବେ ଦୀପାବଳି ? କେବେ ବାଣ ଫୁଟାଇବେ, କେଉଁଦିନ…

Read More