Author: Anasuya Das

Israeli airstrikes: ପାଲେଷ୍ଟାଇନ୍ ସ୍ୱାସ୍ଥ୍ୟ ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଅଛନ୍ତି, କାରଣ ହଜାର ହଜାର ଲୋକ ବିସ୍ଥାପିତ ହୋଇଥିବା ଆବାସିକ ଅଞ୍ଚଳରେ ଆକ୍ରମଣ ହୋଇଥିଲା। ଅସ୍ତ୍ରବିରତି ଭଙ୍ଗ କରି ଗାଜାରେ ଭୟଙ୍କର ଆକ୍ରମଣ କରିଛି ଇସ୍ରାଏଲ। ଏୟାର ଷ୍ଟ୍ରାଇକ୍ ଯୋଗୁଁ ଅତି କମରେ ୨୦୦ ଲୋକ ପ୍ରାଣ ହରାଇଛନ୍ତି। ଯୁଦ୍ଧବିରତି ଆରମ୍ଭ ହେବା ପରଠାରୁ ସବୁଠାରୁ ତୀବ୍ର ବୋମାମାଡ଼ରେ ଗାଜା ସିଟି, ଡେଇର ଅଲ୍ ବାଲାହ, ଖାନ୍ ୟୁନିସ୍ ଏବଂ ରାଫାକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଥିଲା। ଜାନୁଆରି ମାସରୁ ଚାଲିଥିବା ଅସ୍ତ୍ରବିରତିକୁ ଭାଙ୍ଗି ଇସ୍ରାଏଲ ମଙ୍ଗଳବାର ସକାଳେ ଗାଜାରେ ଏୟାର ଷ୍ଟ୍ରାଇକ୍ ଆରମ୍ଭ କରିଥିବାରୁ ଅତି କମରେ ୨୦୦ ଲୋକ ପ୍ରାଣ ହରାଇଛିନ୍ତି। ଗାଜା ସିଟି, ଦେଇର ଅଲ-ବାଲାହ, ଖାନ୍ ୟୁନିସ୍ ଏବଂ ରାଫାହ ସମେତ ଏକାଧିକ ସ୍ଥାନରେ ହୋଇଥିବା ଏହି ଆକ୍ରମଣ ଯୁଦ୍ଧବିରତି କାର୍ଯ୍ୟକାରୀ ହେବା ପରଠାରୁ ଇସ୍ରାଏଲର ସବୁଠାରୁ…

Read More