Author: Anasuya Das

Space Station: ମହାକାଶଚାରୀମାନେ ଆଜି ସକାଳେ ସୁଟ୍ ପିନ୍ଧି ମହାକାଶ ଯାନରେ ପ୍ରବେଶ କରିବା ପରେ ଯାତ୍ରା ଆରମ୍ଭ କରିଥିଲେ ଏବଂ କ୍ରୁ-୧୦ ମହାକାଶଚାରୀମାନେ ହ୍ୟାଚ୍ ବନ୍ଦ କରିବା ପୂର୍ବରୁ ସେମାନଙ୍କୁ ବିଦାୟ ଦେଇଥିଲେ। ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲମୋର ୯ ମାସର ଏକ ଉଲ୍ଲେଖନୀୟ ଅଭିଯାନ ପରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସ୍ଏସ୍)ରୁ ବିଦାୟ ନେଇଛନ୍ତି। ଆଜି ସ୍ପେସ୍ ଏକ୍ସ କ୍ରୁ ଡ୍ରାଗନ୍ ମହାକାଶଯାନରେ ସାଥୀ ମହାକାଶଚାରୀ ନିକ୍ ହେଗ୍ ଏବଂ ରୁଷିଆର ମହାକାଶଚାରୀ ଆଲେକ୍ସାନ୍ଦ୍ରା ଗୋର୍ବୁନୋଭଙ୍କ ସହ ସେମାନଙ୍କ ପ୍ରତ୍ୟାବର୍ତ୍ତନ ଯାତ୍ରା ଆରମ୍ଭ ହୋଇଥିଲା। ମହାକାଶଚାରୀମାନେ ଆଜି ସକାଳେ ସୁଟ୍ ପିନ୍ଧି ମହାକାଶ ଯାନରେ ପ୍ରବେଶ କରିବା ପରେ ଯାତ୍ରା ଆରମ୍ଭ କରିଥିଲେ ଏବଂ କ୍ରୁ-୧୦ ମହାକାଶଚାରୀମାନେ ହ୍ୟାଚ୍ ବନ୍ଦ କରିବା ପୂର୍ବରୁ ସେମାନଙ୍କୁ ବିଦାୟ ଦେଇଥିଲେ। ୨୦୨୪ ମସିହା ଜୁନ୍ ୫ ତାରିଖରେ ବୋଇଙ୍ଗ୍ ର ଷ୍ଟାରଲାଇନର ମହାକାଶଯାନର ପ୍ରଥମ ପରୀକ୍ଷଣ ଉଡ଼ାଣ…

Read More