Author: TRUPTIMAYEE SAHOO

କୋରାପୁଟ କଫିକୁ ଆଜି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୧୨୭ତମ ମନ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ କୋରାପୁଟ କଫିକୁ ପ୍ରଶଂସା କରି କହିଛନ୍ତି ଓଡ଼ିଶାର କୋରାପୁଟ କଫି ଅତ୍ୟନ୍ତ ସ୍ଵାଦିଷ୍ଟ। କୋରାପୁଟ କଫି ହେଉଛି ଓଡ଼ିଶାର ଗୌରବ। ଚା ସହିତ କୋରାପୁଟ କଫି କଥା କହିଛନ୍ତି ପିଏମ୍ ମୋଦୀ। ଅନେକ ଲୋକ ଚାକିରି ଛାଡି କଫି ଚାଷରେ ମନ ବଳାଉଛନ୍ତି। କଫି ଚାଷରେ ମହିଳାଙ୍କ ସହଭାଗିତାକୁ ମୋଦୀ ପ୍ରଶଂସା କରିଛନ୍ତି। ଆଜିର ସମୟରେ କୋରାପୁଟ କଫିରୁ ବହୁ ଲାଭ ମିଳୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଦିନ ତାଙ୍କର ୧୨୭ତମ ‘ମନ କି ବାତ’ କାର୍ଯ୍ୟକ୍ରମରେ କୋରାପୁଟ କଫିକୁ ପ୍ରଶଂସା କରି ଏହାକୁ ଓଡ଼ିଶା ପାଇଁ ଗର୍ବର ଉତ୍ସ ବୋଲି କହିଥିଲେ ଏବଂ ଏହାର ସ୍ୱାଦ ଏବଂ ସାମାଜିକ-ଆର୍ଥିକ ପ୍ରଭାବର ବର୍ଦ୍ଧିତ ପ୍ରଭାବ ଉପରେ ଆଲୋକପାତ କରିଥିଲେ।…

Read More