Author: TRUPTIMAYEE SAHOO

ବୁଧବାର ଦିନ ଭାରତୀୟ ନିର୍ବାଚନ କମିଶନ (ECI) ହରିୟାଣାରେ ରାହୁଲ ଗାନ୍ଧୀଙ୍କ ନୂତନ ଭୋଟ ଚୋରି ଅଭିଯୋଗକୁ ଦୃଢ଼ ଭାବରେ ଖଣ୍ଡନ କରିଛନ୍ତି। ସୂତ୍ର ଅନୁସାରେ ନିର୍ବାଚନ ସଂସ୍ଥା ପ୍ରଶ୍ନ କରିଛି ଯେ କଂଗ୍ରେସ ନେତା ଭୋଟର ତାଲିକାର ସ୍ୱତନ୍ତ୍ର ସଂଘନ ସଂଶୋଧନ (SIR)କୁ ସମର୍ଥନ କରନ୍ତି କି ?  ଯାହା ନାଗରିକତା ଯାଞ୍ଚ କରିବା ସମୟରେ ଡୁପ୍ଲିକେଟ ମୃତ ଏବଂ ସ୍ଥାନାନ୍ତରିତ ଭୋଟରଙ୍କୁ ହଟାଇଥାଏ କିମ୍ବା ସେ ଏହାକୁ ବିରୋଧ କରନ୍ତି କି? ବିହାର ବିଧାନସଭା ନିର୍ବାଚନର ପୂର୍ବ ସନ୍ଧ୍ୟାରେ ନିର୍ବାଚନ ସଂସ୍ଥା ଏବଂ ବିଜେପି ବିରୁଦ୍ଧରେ ତୀବ୍ର ଆକ୍ରମଣ କରି ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ ୨୦୨୪ ହରିୟାଣା ରାଜ୍ୟ ନିର୍ବାଚନ ଶାସକ ଦଳ ସପକ୍ଷରେ ଜାଲିଆତି ହୋଇଥିଲା ସେ ଅଭିଯୋଗ କରିଛନ୍ତି ଯେ ହରିୟାଣାରେ ୫.୨୧ ଲକ୍ଷ ଡୁପ୍ଲିକେଟ ଭୋଟର ୯୩,୧୭୪ ଅବୈଧ ଭୋଟର ଏବଂ ୧୯,୨୬ ଲକ୍ଷ ବଲ୍କ ଭୋଟରଙ୍କ ମାଧ୍ୟମରେ ୨୫ ଲକ୍ଷ…

Read More