Author: Anasuya Das

Delhi HC judge: ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମଙ୍କ ନିର୍ଦ୍ଦେଶ ରାଜଧାନୀ ଦିଲ୍ଲୀରେ ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କ ବଙ୍ଗଲ ଭିତରେ ଅଗ୍ନିଶମ ଓ ଉଦ୍ଧାର ସେବା କର୍ମଚାରୀମାନେ ବିପୁଳ ପରିମାଣର ନଗଦ ଟଙ୍କା ଠାବ କରିବା ପରେ ତାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି କରାଯାଇଛି। ଗତ ସପ୍ତାହରେ ଦିଲ୍ଲୀ ହାଇକୋର୍ଟ ବିଚାରପତି ଯଶବନ୍ତ ବର୍ମାଙ୍କ ଘରେ ଅଗ୍ନିକାଣ୍ଡ ଘଟି ବିପୁଳ ପରିମାଣର ବେହିସାବହୀନ ନଗଦ ଟଙ୍କା ମିଳିବା ପରେ ସୁପ୍ରିମକୋର୍ଟ କଲେଜିୟମ୍ ତାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ସ୍ଥାନାନ୍ତର କରିଥିଲେ। ସିଜେଆଇ ସଞ୍ଜୀବ ଖାନ୍ନାଙ୍କ ନେତୃତ୍ୱାଧୀନ କଲେଜିୟମ ବର୍ମାଙ୍କୁ ତାଙ୍କ ମୂଳ ଅଦାଲତକୁ ସ୍ଥାନାନ୍ତର କରିବାକୁ ଅନୁମୋଦନ କରିଛନ୍ତି। ଗତ ମାର୍ଚ୍ଚ ୧୪ ତାରିଖରେ ଜଷ୍ଟିସ୍ ଯଶବନ୍ତ ବର୍ମାଙ୍କ ବାସଭବନରେ ନିଆଁ ଲାଗିବା ସମୟରେ ସେ ସହରରେ ନଥିଲେ। ତାଙ୍କ ପରିବାର ଲୋକେ ଅଗ୍ନିଶମ ଓ ଉଦ୍ଧାର ସେବା ଓ ପୁଲିସକୁ ଫୋନ୍ କରିଥିଲେ।ରାଜଧାନୀର ତୁଗଲକ ରୋଡରେ ଥିବା ବଙ୍ଗଲା ଭିତରେ ଅଗ୍ନିଶମ…

Read More