Author: TRUPTIMAYEE SAHOO

ଭାରତୀୟ ଗଣତନ୍ତ୍ର ଏବଂ ନିର୍ବାଚନ ପ୍ରକ୍ରିୟାକୁ ନେଇ ଆଜି ଦେଶର ସର୍ବୋଚ୍ଚ ଅଦାଲତ ଅର୍ଥାତ୍ ସୁପ୍ରିମକୋର୍ଟ ଏକ ଐତିହାସିକ ତଥା ବଡ଼ ରାୟ ଶୁଣାଇଛନ୍ତି। ନିର୍ବାଚନ ସମୟରେ ପ୍ରାୟତଃ ଦେଖାଯାଏ ଯେ ଭୋଟର ତାଲିକାରେ ହେରଫେର ବା ବେଆଇନ ଭୋଟରଙ୍କ ନାଁକୁ ନେଇ ସବୁବେଳେ ପ୍ରଶ୍ନ ଉଠିଥାଏ। ବିରୋଧୀ ଦଳଗୁଡ଼ିକ ନିର୍ବାଚନ କମିଶନଙ୍କ ‘ସ୍ୱତନ୍ତ୍ର ଭୋଟର ସଂଶୋଧନ ପ୍ରକ୍ରିୟା’ ବା ‘ଭୋଟର ରିହଲ୍’ (Voter Rehaul) କୁ ବେଆଇନ କହି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ଆଜି ସୁପ୍ରିମକୋର୍ଟ ଏହି ମାମଲାରେ ନିର୍ବାଚନ କମିଶନଙ୍କ କ୍ଷମତାକୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିବା ସହ ଏକ ବଡ଼ ନିଷ୍ପତ୍ତି ଦେଇଛନ୍ତି। ସୁପ୍ରିମକୋର୍ଟ ସ୍ପଷ୍ଟ ଭାବେ କହିଛନ୍ତି ଯେ, ନିର୍ବାଚନ କମିଶନଙ୍କ ସାମ୍ବିଧାନିକ ଦାୟିତ୍ୱ ଓ ପଦକ୍ଷେପକୁ କେବେ ବି ବେଆଇନ କୁହାଯାଇପାରିବ ନାହିଁ, କେବଳ ଏହି କାରଣ ପାଇଁ ଯେ ଏହା ସାଧାରଣ ଭୋଟର ସଂଶୋଧନ ପ୍ରକ୍ରିୟା ଠାରୁ ଟିକେ ଆଗକୁ ଯାଇ କାମ…

Read More