Author: TRUPTIMAYEE SAHOO

ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏବଂ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏକ ଦ୍ୱିପାକ୍ଷିକ ‘କ୍ରିଟିକାଲ୍ ମିନେରାଲ୍ସ ଫ୍ରେମୱାର୍କ’ ସ୍ୱାକ୍ଷର କରିଛନ୍ତି । ଏହାକୁ ଭାରତ-ଆମେରିକାର ରଣନୈତିକ ସହଭାଗୀତାରେ ଏକ ପ୍ରମୁଖ ମାଇଲଖୁଣ୍ଟ ଭାବରେ ସ୍ୱାଗତ କରାଯାଉଛି, ଯାହାର ଲକ୍ଷ୍ୟ ଦୁଇ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଯୋଗାଣ ଶୃଙ୍ଖଳକୁ ମଜବୁତ କରିବା । ଏହି ଚୁକ୍ତି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ସମ୍ପର୍କରେ ଚୀନ୍‌ର ପ୍ରାଧାନ୍ୟକୁ ହ୍ରାସ କରିବ ବୋଲି ଆଶା କରାଯାଉଛି । Today, @DrSJaishankar and I signed a bilateral Critical Minerals Framework, marking a milestone in the strategic partnership between the U.S. and India. This sets us on a path toward reliable & resilient mineral supply chains, reinforcing key objectives established by @POTUS. pic.twitter.com/kjS3TwdV6J — Secretary…

Read More