Author: TRUPTIMAYEE SAHOO

              ଭାସ୍କର ପରିଚ୍ଛା ଓଡ଼ିଶାରେ ଛାତ୍ର ଆଂଦୋଳନର ଏକ ସୁଦୀର୍ଘ ଇତିହାସ ରହିଛି- ୧୯୫୧,୧୯୫୫ ଓ ୧୯୬୪। ଆଗ୍ରହର ବିଷୟ ଏହି ଯେ, ଏଥି ମଧ୍ୟରୁ ଦୁଇଟି ନବକୃଷ୍ଣ ଚୌଧୁରୀଙ୍କ ସରକାର ଥିବା ବେଳେ ହିଁ ଘଟିଥିଲା। ନବବାବୁଙ୍କ ସମୟର ଛାତ୍ର ଆନ୍ଦୋଳନ ପଛରେ ବିରୋଧୀମାନଙ୍କ ସ୍ପଷ୍ଟ ହାତ ଥିଲା। ପ୍ରଥମ ଆନ୍ଦୋଳନ ଆରମ୍ଭ ହୋଇଥିଲା ଯେତେବେଳେ ସରକାର ମାସିକ କଲେଜ ଫି ବୃଦ୍ଧି କରିବାକୁ ନିଷ୍ପତ୍ତି ନେଲେ। ସେହି ସମୟରେ କଟକର ରେଭେନ୍ସା କଲେଜର ହଲରେ ଓଡ଼ିଶା ବିଧାନସଭା ବସୁଥିଲା। ଏହା ଫଳରେ ଛାତ୍ରମାନଙ୍କ ପାଇଁ ପ୍ରତିବାଦ ଆରମ୍ଭ କରିବା ସହଜ ହୋଇଥିଲା। ସେମାନେ ବିଧାୟକମାନଙ୍କୁ ହଲରେ ପ୍ରବେଶ କରିବାକୁ ବାଧା ଦେଊଥିଲେ ଏବଂ ଆଖି ପିଛୁଳାକେ ପୋଲିସ ସହିତ ସଂଘର୍ଷ ଆରମ୍ଭ ହୋଇ ଯାଊଥିଲା। ବିବାଦ ଆରମ୍ଭ ହେଲା ଯେତେବେଳେ…

Read More