Author: Anasuya Das

Lakhpati Didi: ଓଡ଼ିଶାର ସଫଳତା ଏହାକୁ ରାଷ୍ଟ୍ରୀୟ ସ୍ତରରେ ଦ୍ୱିତୀୟ ସ୍ଥାନରେ ରଖିଛି, ୯.୩୬ ଲକ୍ଷରୁ ଅଧିକ ମହିଳା ବାର୍ଷିକ ୧ ଲକ୍ଷ ଟଙ୍କା କିମ୍ବା ତାଠାରୁ ଅଧିକ ଆୟ  କରୁଛନ୍ତି। ମହିଳାମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ବିକାଶର ମୂଳମନ୍ତ୍ର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଓଡ଼ିଶା ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମହିଳା ସଶକ୍ତିକରଣ ଅନ୍ତର୍ଗତ ମହତ୍ତ୍ୱାକାଂକ୍ଷୀ ଯୋଜନା ‘ଲକ୍ଷପତି ଦିଦି’  ମାଧ୍ୟମରେ  ଉଲ୍ଲେଖନୀୟ ପ୍ରଗତି ହାସଲ କରିଛନ୍ତି। ଓଡ଼ିଶାର ସଫଳତା ଏହାକୁ ରାଷ୍ଟ୍ରୀୟ ସ୍ତରରେ ଦ୍ୱିତୀୟ ସ୍ଥାନରେ ରଖିଛି, ୯.୩୬ ଲକ୍ଷରୁ ଅଧିକ ମହିଳା ବାର୍ଷିକ ୧ ଲକ୍ଷ ଟଙ୍କା କିମ୍ବା ତାଠାରୁ ଅଧିକ ଆୟ  କରୁଛନ୍ତି। ଏହି ପରିବର୍ତ୍ତନର ଏକ ଉଲ୍ଲେଖନୀୟ ଉଦାହରଣ ହେଉଛନ୍ତି ଖୋର୍ଦ୍ଧା ବ୍ଲକର ବଡସାହି ଗ୍ରାମ ପଞ୍ଚାୟତର କୁମ୍ଭିଲୋ ଗ୍ରାମର ଦୀପାଞ୍ଜଳି ଛୋଟରାୟ। ତାଙ୍କର ଉଦ୍ୟୋଗୀ ହେବା ଯାତ୍ରା ଆରମ୍ଭ ପୂର୍ବରୁ, ଦୀପାଞ୍ଜଳିଙ୍କ ପରିବାର ଭାଗଚାଷ…

Read More