Author: TRUPTIMAYEE SAHOO

ଭାରତୀୟ ରାଜନୀତିରେ ଆଞ୍ଚଳିକ ଦଳମାନେ ସାଧାରଣତଃ ନିଜ ରାଜ୍ୟର ମାଟି, ଭାଷା, ସଂସ୍କୃତି ଓ ଲୋକମାନଙ୍କ ଆସ୍ଥାକୁ ନେଇ ନିଜକୁ ପରିଚିତ କରନ୍ତି। କେତେକ ଦଳ ଦଶନ୍ଧି ଦଶନ୍ଧି ଧରି ରାଜ୍ୟରେ ନିର୍ବାଚିତ ହୋଇ କ୍ଷମତାରେ ରହିଛନ୍ତି, କେତେକ ଦଳ ଏକ ଯୁଗ ସମାପ୍ତ କରି ଆଉ ଗୋଟିଏ ଯୁଗକୁ ପ୍ରବେଶ ଆରମ୍ଭ କରିଛି। କିନ୍ତୁ ସମୟ ପରିବର୍ତ୍ତନରେ ରାଜନୀତିର ଭୂଗୋଳ, ପ୍ରଚାର ଶୈଳୀ, ମତଦାତାଙ୍କ ମନୋବୃତ୍ତି ଓ ପରିଣାମର ଗଣିତ—ସବୁ ମିଶାଣ ଫେଡ଼ାଣ ହେବାର ସହିତ ବଦଳୁଛି। ଏହି ପରିବର୍ତ୍ତନକୁ ନ ବୁଝିବା ଯୁଗକୁ ନ ବୁଝିବାର ମୂଲ୍ୟ କେତେ ଭାରି ହୋଇପାରେ—ସେଥିର ଆଧୁନିକ ଏବଂ ସ୍ପଷ୍ଟ ଉଦାହରଣ ହେଉଛି ଦୁଇଟି ରାଜ୍ୟ: ଓଡ଼ିଶା ଓ ବିହାର; ଦୁଇଟି ଆଞ୍ଚଳିକ ଦଳ: ବିଜୁ ଜନତା ଦଳ (ବିଜେଡି) ଓ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)। ଗୋଟିଏ ଦଳ- ବିଜେଡି୨୪ ବର୍ଷର କ୍ଷମତା ହରାଇଦେଲା ଆଉ ଗୋଟିଏ ଦଳ- ଆରଜେଡି କ୍ଷମତାକୁ…

Read More