Author: TRUPTIMAYEE SAHOO

‘ଯେତେବେଳେ ପଶ୍ଚିମବଙ୍ଗରେ ବାମପନ୍ଥୀ ସରକାର କ୍ଷମତାରେ ଥିଲା ଏବଂ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ମୁଖ୍ୟମନ୍ତ୍ରୀ ଥିଲେ, ସେହି ଘରକୁ ଏକ ପାଠାଗାରରେ ପରିଣତ କରାଯାଇଥିଲା । ସେତେବେଳେ ଏହାର ନବୀକରଣ କରାଯାଇଥିଲା ଏବଂ ପାଠାଗାର ନିୟମିତ ଭାବରେ ଚାଲୁଥିଲା । ମମତାଙ୍କ ସରକାର କ୍ଷମତାକୁ ଆସିବା ପରଠାରୁ ପରିସ୍ଥିତି ଆହୁରି ଖରାପ ହୋଇଛି । ପାଠାଗାର ବନ୍ଦ ଅଛି । ଆଜି ପର୍ଯ୍ୟନ୍ତ ଆମେ ଯେତେବେଳେ ବି ସେଠାକୁ ଯାଉଥିଲୁ, ଆମେ ଏହାକୁ ବନ୍ଦ ଥିବା ଦେଖିଲୁ । ଏହି ସରକାରରେ ନା କେହି ଆମ ବିଷୟରେ ଚିନ୍ତା କରନ୍ତି ନା ଆମର ଐତିହ୍ୟ।’ ଜାତୀୟ ଗୀତ ‘ବନ୍ଦେ ମାତରମ୍’ ଲେଖିଥିବା ବଙ୍କିମ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ପଞ୍ଚମ ପିଢ଼ିରୁ ଆସିଥିବା ସଜଲ ଚଟ୍ଟୋପାଧ୍ୟାୟ ସରକାରଙ୍କ ଉଦାସୀନତାରେ ବିରକ୍ତ । ସେ କୋଲକାତାରେ ବଙ୍କିମ ଚନ୍ଦ୍ରଙ୍କ ଘରର ଭଙ୍ଗା ଅବସ୍ଥା ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରନ୍ତି। ସେ କହିଛନ୍ତି ଯେ ଯେଉଁ କୋଠାକୁ…

Read More