Author: TRUPTIMAYEE SAHOO

କେନ୍ଦ୍ର ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ପକ୍ଷରୁ ଡିଜିଟାଲ ଡାଟା ପ୍ରୋଟେକ୍ସନ ଆଇନର ବିଜ୍ଞପ୍ତି ଜାରି କରିଛନ୍ତି । ଏହାଫଳରେ ଭାରତରେ ଲୋକଙ୍କ ବ୍ୟକ୍ତିଗତ ଡିଜିଟାଲ ଡାଟା ସୁରକ୍ଷିତ ରହିବାର ପଥ ପ୍ରଶସ୍ତ ହୋଇଛି । ଡାଟା ସୁରକ୍ଷାକୁ ସୁପ୍ରିମକୋର୍ଟ ନାଗରିକଙ୍କ ମୌଳିକ ଅଧିକାର ବୋଲି ରାୟ ଦେବାର ପ୍ରାୟ ୮ ବର୍ଷ ପରେ ସରକାର ଏ ନେଇ ପଦକ୍ଷେପ ନେଇଛନ୍ତି । ୨୦୧୭ ମସିହାରେ ସୁପ୍ରିମକୋର୍ଟ ଏନେଇ ରାୟ ଦେଇଥିଲେ । ସେହିଭଳି ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ଆଇନକୁ ରାଷ୍ଟ୍ରପତି ସ୍ୱୀକୃତି ଦେବାର ୨ ବର୍ଷ ପରେ ଏହାକୁ କାର୍ଯ୍ୟକାରୀ କରାଯାଇଛି । ୨୦୨୩ ଅଗଷ୍ଟରେ ରାଷ୍ଟ୍ରପତି ଏହି ବିଲ୍‌ରେ ମୋହର ମାରିଥିଲେ । ଏହି ଆଇନ କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ କେବଳ ଏହାର କିଛି ଅଂଶ ବଳବତ୍ତର ରହିବ । ଆଇନର ଅଧିକାଂଶ ଏବଂ ଗୁରୁତ୍ୱପୂର୍ଣ୍ଣ ଅଂଶ କାର୍ଯ୍ୟକାରୀ ହେବାକୁ ୧୨ରୁ ୧୮ ମାସ…

Read More