Author: TRUPTIMAYEE SAHOO

ପଶ୍ଚିମବଙ୍ଗ ସନ୍ଦେଶଖାଲି ମାମଲାରେ ନୂଆ ଟ୍ୱିଷ୍ଟ ଆସିଛି। ଏହି ମାମଲାର ମୁଖ୍ୟ ସାକ୍ଷୀ କୋର୍ଟକୁ ସାକ୍ଷୀ ଦେବା ପାଇଁ ଯାଉଥିବାବେଳେ ଦୁର୍ଘଟଣାରେ ଆହତ ହୋଇଛନ୍ତି। ସେ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଥିଲେ ହେଁ ତାଙ୍କ ପୁଅ ଓ କାର ଡ୍ରାଇଭର ପ୍ରାଣ ହରାଇଛନ୍ତି। ଏମାନେ ସମସ୍ତେ ଆଜି ସନ୍ଦେଶଖାଲି ମାମଲାର ଶୁଣାଣି ପାଇଁ କୋର୍ଟ ଯାଉଥିଲେ। କିନ୍ତୁ ସେମାନଙ୍କ କାରକୁ ଗୋଟିଏ ଟ୍ରକ ଧକ୍କା ଦେବାରୁ ଏତେ ବଡ଼ ଘଟଣା ଘଟିଛି। କିଛି ଲୋକ ଏହାକୁ ଦୁର୍ଘଟଣା କହୁଥିବା ବେଳେ ଆଉ କିଛି ଏହା ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି କହିଛନ୍ତି। ୨୦୧୯ରେ ସନ୍ଦେଶଖାଲି ହିଂସାକାଣ୍ଡ ଘଟଣାରେ ଗିରଫ ହୋଇ ଜେଲରେ ଥିବା ଟିଏମସିର ପୂର୍ବତନ ନେତା ଶାହଜାହାନ ଶେଖଙ୍କ ବିରୋଧରେ ସାକ୍ଷୀ ଦେବାକୁ ଭୋଳାନାଥ ଘୋଷ ଆଜି କୋର୍ଟକୁ ଯାଉଥିଲେ। ସେ ଗୋଟିଏ କାର ଯୋଗେ ନିଜର ଡ୍ରାଇଭର ଓ ପୁଅଙ୍କ ସହ କୋର୍ଟକୁ ଯାଉଥିଲେ। କିନ୍ତୁ ବୋୟାମାରି ନିକଟସ୍ଥ ବାସନ୍ତୀ…

Read More