Author: TRUPTIMAYEE SAHOO

ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ପୁଣି ଥରେ ମହାକାଶରେ ନିଜର ପ୍ରାଧାନ୍ୟ ପ୍ରମାଣିତ କରିଛି । ISRO ବୁଧବାର ସକାଳ ୮:୫୪ ମିନିଟରେ ଏହାର ସବୁଠାରୁ ଶକ୍ତିଶାଳୀ ରକେଟ୍, ଲଞ୍ଚ ଯାନ ମାର୍କ-୩ (LVM୩-M୬) ବ୍ୟବହାର କରି ଆମେରିକୀୟ କମ୍ପାନୀ AST SpaceMobileର ପରବର୍ତ୍ତୀ ପିଢ଼ିର ଯୋଗାଯୋଗ ଉପଗ୍ରହ, ବ୍ଲୁ ବାର୍ଡ ବ୍ଲକ-୨ କୁ ନିମ୍ନ ପୃଥିବୀ କକ୍ଷପଥ (LEO) ରେ ଉତକ୍ଷେପଣ କରିଛି। ଏହି ମିଶନ ଭାରତ ପାଇଁ ଏକ ପ୍ରମୁଖ ମାଇଲଖୁଣ୍ଟ ପ୍ରମାଣିତ ହେବାକୁ ଯାଉଛି। ଏହି ସଫଳତା ପାଇଁ PM ମୋଦି ISRO ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି, ” ମହାକାଶରେ LVM୩-M୬ ମିଶନର ସଫଳତା ସହିତ, ଭାରତ ପୃଥିବୀରୁ ଏପର୍ଯ୍ୟନ୍ତର ସବୁଠାରୁ ଭାରୀ ଉପଗ୍ରହ ଉତକ୍ଷେପଣ କରିଛି। ଏହି ଉପଗ୍ରହ, ଆମେରିକାର ବ୍ଲୁ ବାର୍ଡ ବ୍ଲକ-୨ , ଏହାର ସଠିକ୍ କକ୍ଷପଥରେ ସ୍ଥାପିତ ହୋଇଛି। ଏହା ଭାରତ…

Read More