Author: TRUPTIMAYEE SAHOO

ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଆକ୍ରମଣ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଢାକାରେ ଦୀପୁ ଦାସଙ୍କ ହତ୍ୟା ଏବଂ ପରବର୍ତ୍ତୀ ସମୟରେ ପୋଡ଼ି ଦେବା ଘଟଣା ସମସ୍ତଙ୍କୁ ଚକିତ କରିଛି। ଏହି ଘଟଣାକୁ ନେଇ ଉତ୍ତେଜନା ଏପର୍ଯ୍ୟନ୍ତ ଥମି ନଥିବା ବେଳେ ବାଂଲାଦେଶରେ ଆଉ ଏକ ହିନ୍ଦୁ ଯୁବକଙ୍କ ହତ୍ୟା ମାମଲା ସାମ୍ନାକୁ ଆସିଛି । ଏହି ଘଟଣାଗୁଡ଼ିକ ଭାରତରେ କ୍ରୋଧ ସୃଷ୍ଟି କରିଛି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ମାମଲାରେ ବାଂଲାଦେଶ ସରକାରଙ୍କଠାରୁ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛି । ଏପରି ଆକ୍ରମଣକୁ ରୋକିବା ପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବୃଦ୍ଧି କରାଯାଇଛି । ଏହା ବ୍ୟତୀତ ଭାରତ ଦେଶରେ ଅବୈଧ ଭାବରେ ରହୁଥିବା ବାଂଲାଦେଶୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ତୀବ୍ର କରିଛି। ୨,୨୦୦ ବାଂଲାଦେଶୀ ନାଗରିକଙ୍କୁ ନିର୍ବାସିତ ଦିଲ୍ଲୀରେ ଅବୈଧ ପ୍ରବାସ ଉପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନରେ ଏହି ବର୍ଷ ୨୨୦୦ ବାଂଲାଦେଶୀ ନାଗରିକଙ୍କୁ ନିର୍ବାସିତ କରାଯାଇଥିଲା, ଯାହା…

Read More