Author: TRUPTIMAYEE SAHOO

ଓଡ଼ିଶାରେ ବିଜେପିର ସୂର୍ଯ୍ୟୋଦୟ ହେବା ପରେ ଅନେକ ଆଶା ଓ ଆକାଂକ୍ଷାର ଜୁଆର ଆସିଥିଲା। ‘ଡବଲ ଇଞ୍ଜିନ’ ସରକାର ଦ୍ରୁତ ବେଗରେ ଓଡ଼ିଶା ଅଗ୍ରଗତି କରିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ଆଜି ସରକାର ଗଠନର ଦୀର୍ଘ ଦେଢ଼ବର୍ଷ ପରେ ବି ଓଡ଼ିଶା ପ୍ରଶାସନ ଏକ ଅଜବ ‘ଶୂନ୍ୟତା’ ଦେଇ ଗତି କରୁଛି। ଗୋଟିଏ ପଟେ ପଡ଼ୋଶୀ ବିହାରରେ ସରକାର ଗଠନର ମାତ୍ର ଦେଢ଼ ମଧ୍ୟରେ ମନ୍ତ୍ରିମଣ୍ଡଳ ବିସ୍ତାର ନେଇ ନିଷ୍ପତ୍ତି ଶେଷ ହୋଇଛି, ଅନ୍ୟପଟେ ଓଡ଼ିଶାରେ ୬ଟି ମନ୍ତ୍ରୀ ପଦ ଖାଲି ପଡ଼ିବା ସହ ଶାସନ କଳର ଗତି ମନ୍ଥର ହୋଇଯାଇଛି। ତେଣୁ ପ୍ରଶ୍ନ ଉଠୁଛି— • ମୋହନ ସରକାରଙ୍କ ଏହି ଅସହଜ ନୀରବତା କାହିଁକି? • ଏହା ଦଳର ରଣନୀତି ନା ରାଜ୍ୟ ବିଜେପିର ଅକ୍ଷମତା? • ରାଜନୀତିରେ କେତେକ ସମୟ ନିଷ୍ପତ୍ତି ଯେତେ ଶବ୍ଦ କରେ, ତାହାଠାରୁ ଅଧିକ ଶବ୍ଦ କରେ- ନୀରବତା। •…

Read More