Author: TRUPTIMAYEE SAHOO

ସାରା ଦେଶରେ ଥିବା ୪୦୭ ନିୟୁତ ଯାନ ମଧ୍ୟରୁ ୭୦ ପ୍ରତିଶତ ନିୟମ ପାଳନ କରୁ ନାହିଁ । ଏମାନଙ୍କ ମଧ୍ୟରୁ ଅଧିକାଂଶ ଦୁଇଚକିଆ ଯାନ ଯାହାର PUC, ଫିଟନେସ୍ ପ୍ରମାଣପତ୍ର କିମ୍ବା ବୀମା ଭଳି ବାଧ୍ୟତାମୂଳକ ଡକ୍ୟୁମେଣ୍ଟେସନ୍ ନାହିଁ । କେନ୍ଦ୍ର ସରକାର ଗତ ସପ୍ତାହରେ ଏକ ବୈଠକରେ ରାଜ୍ୟ ସରକାର ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଏହି ସଂଖ୍ୟା ପ୍ରଦାନ କରିଛନ୍ତି । ସଡ଼କ ପରିବହନ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କ ସହିତ ଏହି ତଥ୍ୟ ସେୟାର କରିଛି ଏବଂ ଏକ ସିଷ୍ଟମ ସୃଷ୍ଟି କରିବାର ପ୍ରସ୍ତାବ ଦେଇଛି ଯାହା ଦ୍ୱାରା ଯାନ ମାଲିକମାନେ ଏକ ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟେସନ୍ ପୂରଣ କରିପାରିବେ। ମନ୍ତ୍ରଣାଳୟର ପ୍ରସ୍ତାବ ଅନୁଯାୟୀ, ଯଦି ଯାନ ମାଲିକମାନେ ନିୟମ ପାଳନ କରିବାରେ ବିଫଳ ହୁଅନ୍ତି, ତେବେ ଏହି ଯାନଗୁଡ଼ିକ ସ୍ୱୟଂଚାଳିତ ଭାବରେ ପଞ୍ଜିକୃତ ହୋଇଯିବ। ଏହି ନୂତନ ପ୍ରସ୍ତାବ ୧୭୦…

Read More