Author: TRUPTIMAYEE SAHOO

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଦିନ ବିଶ୍ୱାସ ପ୍ରକାଶ କରିଛନ୍ତି ଯେ ଆମେରିକା ଏବଂ ଭାରତ ପ୍ରସ୍ତାବିତ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି (BTA) ଉପରେ ଏକ ଭଲ ସହମତିରେ ପହଞ୍ଚିବେ। ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମର ୫୬ତମ ବାର୍ଷିକ ବୈଠକରେ ଉଦବୋଧନ ଦେଇ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରି ତାଙ୍କୁ ଜଣେ ଘନିଷ୍ଠ ବନ୍ଧୁ ଏବଂ ଜଣେ ସମ୍ମାନିତ ବିଶ୍ୱ ନେତା ବୋଲି କହିଥିଲେ। ଏହି ମନ୍ତବ୍ୟ ଏପରି ସମୟରେ ଆସିଛି ଯେତେବେଳେ ଭାରତ ଏବଂ ଆମେରିକା ଜଟିଳ ଶୁଳ୍କ ଆଲୋଚନାରେ ଲିପ୍ତ ଅଛନ୍ତି। ସାମ୍ପ୍ରତିକ ମାସଗୁଡ଼ିକରେ ଆର୍ଥିକ ଉତ୍ତେଜନା ବୃଦ୍ଧି ପାଇଛି ଏବଂ ଭୂରାଜନୈତିକ ପ୍ରସଙ୍ଗ ଉତ୍ତେଜନାକୁ ଆହୁରି ତୀବ୍ର କରିଛି। ଟ୍ରମ୍ପ ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ଭାରତ ଉପରେ କଠୋର ଶୁଳ୍କ ଲାଗୁ କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜଣେ ଭଲ ବନ୍ଧୁ ଭାବରେ ନିରନ୍ତର ବର୍ଣ୍ଣନା କରିଛନ୍ତି। ଫଳସ୍ୱରୂପ, ଭାରତ ମଧ୍ୟ ଏକ…

Read More