Author: TRUPTIMAYEE SAHOO

ଭାରତର ଉଚ୍ଚଶିକ୍ଷା ବ୍ୟବସ୍ଥା ଦୀର୍ଘ ଦିନ ଧରି ଜାତିଗତ ଅସମାନତା, ପଛୁଆପଣ ଓ ସାମାଜିକ ବିଭେଦର ଏକ ଜଟିଳ ସତ୍ୟ ସହ ଲଢ଼ୁଛି । ଏହି ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟ ଅନୁଦାନ କମିଶନ (UGC) ଦ୍ୱାରା ଜାରି “Promotion of Equity in Higher Education Institutions Regulations 2026” କୁ ଅଣାଯାଇଥିଲା ଏକ ସୁଧାରମୂଳକ ପଦକ୍ଷେପ ଭାବେ କିନ୍ତୁ ଏହି ନୂଆ ନିୟମ, ଯାହାକୁ ସରକାର ଓ UGC “ସମାନତା” ଓ “ସମାବେଶ”ର ପକ୍ଷରେ ଏକ ଐତିହାସିକ ପଦକ୍ଷେପ ବୋଲି ଦାବି କରୁଛନ୍ତି । ସେହି ନିୟମ ଆଜି ଦେଶରେ ଏକ ବଡ଼ ରାଜନୈତିକ, ସାମାଜିକ ଓ ଆଇନଗତ ବିବାଦର କେନ୍ଦ୍ରବିନ୍ଦୁ ହୋଇଯାଇଛି । ଦିଲ୍ଲୀର UGC ମୁଖ୍ୟାଳୟ ସାମ୍ନାରେ ହଜାର ହଜାର ଶିକ୍ଷାର୍ଥୀଙ୍କ ବିକ୍ଷୋଭ, ଉତ୍ତର ପ୍ରଦେଶର ବିଭିନ୍ନ ସହରରେ ଆନ୍ଦୋଳନ, ବରେଲୀର ସିଟି ମାଜିଷ୍ଟ୍ରେଟଙ୍କ ଇସ୍ତଫା ନୋଏଡାରେ ବିଜେପି ଯୁବ ମୋର୍ଚ୍ଚା ନେତାଙ୍କ ପଦତ୍ୟାଗ, ସୋସିଆଲ…

Read More