Author: TRUPTIMAYEE SAHOO

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହମାନଙ୍କ ଗତି ମନୁଷ୍ୟର ଜୀବନ ଉପରେ ଗଭୀର ପ୍ରଭାବ ପକାଇଥାଏ । ୨୦୨୬ ଫେବୃଆରୀ ମାସ ଏହି ଦୃଷ୍ଟିକୋଣରୁ ବହୁତ ଗୁରୁତ୍ୱପୂର୍ଣ୍ଣ ରହିବ କାରଣ ଏହି ମାସରେ ସୂର୍ଯ୍ୟ ତିନିଥର ତାଙ୍କର ନକ୍ଷେତ୍ର ଓ ରାଶି ପରିବର୍ତ୍ତନ କରିବେ । ସୂର୍ଯ୍ୟଙ୍କ ଏପରି ଦ୍ରୁତ ଗତି ସାଧାରଣ ନୁହେଁ ଏବଂ ଏହା ଅନେକ ରାଶିର ଜୀବନରେ ଗଭୀର ପରିବର୍ତ୍ତନ ଆଣିପାରେ। ମାସର ଆରମ୍ଭରେ ସୂର୍ଯ୍ୟ ଶ୍ରାବଣ ନକ୍ଷତ୍ର ଛାଡ଼ି ଧନିଷ୍ଠା ନକ୍ଷତ୍ରରେ ପ୍ରବେଶ କରିବେ। ଏହା ପରେ ସୂର୍ଯ୍ୟ ଶନିଙ୍କ ରାଶି କୁମ୍ଭରେ ଗୋଚର କରିବେ ଏବଂ ୧୯ ଫେବୃଆରୀରେ ଶତଭିଷା ନକ୍ଷତ୍ରରେ ପହଞ୍ଚିବେ। ଏହି ସମୟରେ କ୍ୟାରିଅର, ଅର୍ଥ, ସମ୍ପର୍କ ଓ ଆତ୍ମବିଶ୍ୱାସ ସମ୍ବନ୍ଧୀୟ ମାମଲାରେ ଅନେକ ରାଶି ପାଇଁ ନୂଆ ଦ୍ୱାର ଖୋଲିପାରେ। ମେଷ ରାଶି ମେଷ ରାଶି ପାଇଁ ଫେବୃଆରୀ ୨୦୨୬ ନୂଆ ଶକ୍ତି ଓ ଉତ୍ସାହ ନେଇଆସିବ। କର୍ମକ୍ଷେତ୍ରରେ ଆପଣଙ୍କ କଠିନ…

Read More