Author: TRUPTIMAYEE SAHOO

ଭାରତୀୟ ଗଣତନ୍ତ୍ରରେ ସଂସଦ କେବଳ ଏକ ଭବନ ନୁହେଁ— ଏହା ରାଷ୍ଟ୍ରର ଆତ୍ମାର ପ୍ରତିକ। ଏଠାରେ ଶବ୍ଦ ହେଉଛି ଅସ୍ତ୍ର, ଯୁକ୍ତି ହେଉଛି ଶକ୍ତି ଏବଂ ଶୃଙ୍ଖଳା ହେଉଛି ପ୍ରାଣ। କିନ୍ତୁ ଗତ ସପ୍ତାହରେ ଉଠିଥିବା ଏକ ଘଟଣା— ଯାହାକୁ ନେଇ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ଦାବି କରାଯାଇଛି— ସଂସଦୀୟ ମର୍ଯ୍ୟାଦା ଉପରେ ଗଭୀର ପ୍ରଶ୍ନ ଉଠାଇଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଦାବି କରିଛନ୍ତି ଯେ ୨୦-୨୫ ଜଣ କଂଗ୍ରେସ ସାଂସଦ ବଳପୂର୍ବକ ଲୋକସଭା ବାଚସ୍ପତିଙ୍କ ଚାମ୍ବରରେ ପ୍ରବେଶ କରି ଦୁର୍ବ୍ୟବହାର ଏବଂ ଧମକ ଦେଇଥିଲେ। ସେ ଏହାକୁ “ଅବୈଧ ଭିଡିଓ କ୍ଲିପ୍” ବୋଲି କହିଛନ୍ତି ଓ ଦଳର ଆଚରଣ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହି ଅଭିଯୋଗର କେନ୍ଦ୍ରବିନ୍ଦୁରେ ରହିଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା ଓ ବିରୋଧୀ ଶିବିରର ପ୍ରମୁଖ ନେତାମାନେ। ଘଟଣାଟି ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଭାରୀ ଚର୍ଚ୍ଚା ସୃଷ୍ଟି କରିଛି।…

Read More