Author: TRUPTIMAYEE SAHOO

ଜୁନ୍ ୨୦୨୪ରେ ଓଡ଼ିଶାରେ ନୂତନ ରାଜନୈତିକ ଅଧ୍ୟାୟ ଆରମ୍ଭ ହେବା ସହିତ ଲୋକମାନଙ୍କ ଆଶା ମଧ୍ୟ ନୂତନ ଗତି ପାଇଥିଲା। “ଓଡ଼ିଆ ଅସ୍ମିତା”, “ନୂତନ ଶାସନ ଶୈଳୀ”, “ପ୍ରଶାସନରେ ପରିବର୍ତ୍ତନ”— ବିଜେପିର ଏହି ସ୍ଲୋଗାନ୍‌ ଲୋକମାନଙ୍କ ମନରେ ଏକ ସ୍ପଷ୍ଟ ଆଶା ଦେଇଥିଲା ଯେ ରାଜ୍ୟରେ ପ୍ରଶାସନିକ ଦକ୍ଷତା ଓ ନୀତିଗତ ସ୍ଥିରତାର ଏକ ନୂତନ ଦୃଶ୍ୟପଟ ଦେଖିବାକୁ ମିଳିବ। କିନ୍ତୁ ଗତ ୧୮ ମାସର ଅନୁଭବ ସଂକ୍ଷିପ୍ତ ହେଉଛି— • ବିଭିନ୍ନ ବିଭାଗ ପାଇଁ ଆବଣ୍ଟିତ ବଜେଟ୍‌ର ମାତ୍ର ୬୦% ଖର୍ଚ୍ଚ • ଆଇଏଏସ୍‌ ସ୍ତରରେ ପ୍ରାୟ ୨୯ଥର ବଦଳି • ଆଇପିଏସ ସ୍ତରରେ ୬ଥର ବଦଳି • ଓଏଏସ ସ୍ତରରେ ପ୍ରତିଦିନ ବଦଳି! ଏହି ସମସ୍ତ ତଥ୍ୟ ମିଶି ଏକ ଗୁରୁତର ପ୍ରଶ୍ନ ଉଠାଉଛି— ଓଡ଼ିଶାର ପ୍ରଶାସନ କ’ଣ ସ୍ଥିରତାର ଅଭାବରେ ସଂଘର୍ଷ କରୁଛି? ନା ଏହା ଏକ ନୂତନ ସରକାରଙ୍କ ପ୍ରଶାସନିକ ପୁନର୍ଗଠନର ଅନିବାର୍ଯ୍ୟ ପର୍ଯ୍ୟାୟ? ଏସବୁ…

Read More