Author: TRUPTIMAYEE SAHOO

ଆଫଗାନ ତାଲିବାନ କହିଛି ଯେ ଇରାନ ଉପରେ ଆମେରିକା ଆକ୍ରମଣ ହେଲେ ସେମାନେ ଇରାନକୁ ସାହାଯ୍ୟ କରିବେ। ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ ଏହି ବୟାନ ଦେଇଛନ୍ତି। ମୁଜାହିଦଙ୍କୁ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବଂ ତେହେରାନ ବିରୁଦ୍ଧରେ ଡୋନାଲ୍ଡ ଟ୍ରମ୍ପଙ୍କ ବିମାନ ଆକ୍ରମଣ ଧମକ ବିଷୟରେ ପଚରାଯାଇଥିଲା। ରେଡିଓ ଇରାନର ପାସ୍ତୋ ସେବା ସହିତ ଏକ ସାକ୍ଷାତ୍‍କାରରେ ମୁଜାହିଦ କହିଛନ୍ତି ଯେ ଯଦି ଇରାନ ଆମେରିକା ଆକ୍ରମଣ ହେଲେ ସେମାନଙ୍କୁ ସମର୍ଥନ କରିବେ। କାବୁଲ ଇରାନକୁ ପୂର୍ଣ୍ଣ ସହଯୋଗ କରିବ। ସେ ଏହା ମଧ୍ୟ କହିଛନ୍ତି ଯେ ଗତ ବର୍ଷ ଜୁନରେ ଇସ୍ରାଏଲ ସହିତ ୧୨ ଦିନିଆ ଯୁଦ୍ଧରେ ଇରାନ ବିଜୟୀ ହୋଇଥିଲା । ଇରାନ ମଧ୍ୟ ଆମେରିକା ଆକ୍ରମଣର ଜବାବ ଦେବ ଏବଂ ଜିତିବ । ଇରାନର ନିଜକୁ ରକ୍ଷା କରିବାର କ୍ଷମତା ଅଛି । ମୁଜାହିଦ ଏହା ମଧ୍ୟ କହିଛନ୍ତି ଯେ ତାଲିବାନ ଆମେରିକା…

Read More