Author: TRUPTIMAYEE SAHOO

ଭାରତର ଗଣତନ୍ତ୍ରୀୟ ସଂସ୍କୃତିରେ କେତେକ ନାମ ମାତ୍ର ଇତିହାସର ପୃଷ୍ଠା ନୁହେଁ ; ସେମାନେ ଜାତୀୟ ସ୍ମୃତିର ଅଂଶ । ସେମାନଙ୍କ ମଧ୍ୟରେ ସର୍ବପ୍ରଥମ ନାମ ହେଉଛି ମହାତ୍ମା ଗାନ୍ଧୀ । ଦେଶର ସ୍ୱାଧୀନତା ଆନ୍ଦୋଳନର ନୈତିକ ନେତୃତ୍ୱ ନେଇଥିବା ଏହି ମହାନ ବ୍ୟକ୍ତିତ୍ୱଙ୍କୁ “ରାଷ୍ଟ୍ରପିତା” ବୋଲି ଆହ୍ୱାନ କରାଯାଇଥାଏ—ଏହା କୌଣସି ଆଇନଗତ ପଦବୀ ନୁହେଁ ବରଂ ଜାତୀୟ ଭାବନାର ଏକ ପ୍ରତୀକ । କିନ୍ତୁ ଶେଷକାଳରେ ଅଭିନେତା ଅନୁ କପୁରଙ୍କ “ଗାନ୍ଧୀଜୀ ରାଷ୍ଟ୍ରପିତା ନୁହଁନ୍ତି” ବୋଲି କଥିତ ବୟାନ ଦେଶସାରା ଆଲୋଚନା, ଆକ୍ରୋଶ ଓ ଚର୍ଚ୍ଚାର ନୂତନ ବିବାଦ ସୃଷ୍ଟି କରିଛି। ଏହି ବିବାଦ କେବଳ ଗୋଟିଏ ବ୍ୟକ୍ତିର ମତାମତରେ ସୀମିତ ନୁହେଁ; ଏହା ଆମକୁ ପ୍ରଶ୍ନ କରିବାକୁ ବାଧ୍ୟ କରେ—“ରାଷ୍ଟ୍ରପିତା” କହିଲେ କ’ଣ ? ସମ୍ବିଧାନ ଏହାକୁ ସ୍ୱୀକାର କରେ କି ? ନା କି ଏହା ଭାବନାର ଏକ ସାମୂହିକ ସମ୍ମତି ?  ଏପରି ବୟାନ ଆମର…

Read More