Author: TRUPTIMAYEE SAHOO

ଭାରତ ପୁଣିଥରେ ପାକିସ୍ତାନକୁ ଅପମାନିତ କରିଛି । ଭାରତ ୨୦୨୬ ଟି-୨୦ ବିଶ୍ୱକପରେ ପାକିସ୍ତାନକୁ ୬୧ ରନରେ ପରାସ୍ତ କରିଛି । ପାକିସ୍ତାନ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ପଡ଼ୋଶୀ ଦେଶକୁ ୧୭୬ ରନର ଟାର୍ଗେଟ ଦେଇଥିଲା । ତଥାପି ପାକିସ୍ତାନର ସମଗ୍ର ଦଳ ମାତ୍ର ୧୧୪ ରନରେ ଅଲଆଉଟ୍ ହୋଇଯାଇଥିଲା । ଭାରତ ଦ୍ୱାରା ଅପମାନିତ ହେବା ପରେ କିମ୍ବଦନ୍ତୀ ପାକିସ୍ତାନୀ ବୋଲର ସୋଏବ ଅଖତାର ପାକିସ୍ତାନ କ୍ରିକେଟ୍ ବୋର୍ଡ ଅଧ୍ୟକ୍ଷ ମୋହସିନ ନକଭିଙ୍କ ଉପରେ ବର୍ଷିଥିଲେ । ସୋଏବ ଅଖତାର ମୋହସିନ ନକଭିଙ୍କୁ ସମାଲୋଚନା କରିଥିଲେ ସୋଏବ ଅଖତାର କହିଛନ୍ତି ଏବେ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯିଏ ଜାଣନ୍ତି ନାହିଁ ଯେ ସେ ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ । ଏବେ ଦଳ କିପରି କାର୍ଯ୍ୟ କରିବ ? ତୁମେ କହୁଛ ଯେ ତୁମେ…

Read More