Author: Ayesha Debnath

Tamil Nadu: ତାମିଲନାଡ଼ୁ ବିଧାନସଭାର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ଆର.ଏନ୍ ରବି ପାରମ୍ପାରିକ ସୂଚନା ନ ଦେଇ ରାଜ ଭବନରୁ ବାହାରକୁ ଯାଇ ବିରୋଧ ପ୍ରଦର୍ଶନ କରିଥିଲେ। ଏହାସହ ରାଜ୍ୟ ବିଧାନସଭାର ପ୍ରଥମ ଅଧିବେଶନରେ ରାଜ୍ୟପାଳ ରବି ତାଙ୍କ ଅଭିଭାଷଣ ପ୍ରଦାନ କରିନଥିଲେ। ରାଜ ଭବନ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ବିବୃତ୍ତି ଅନୁଯାୟୀ, ରାଜ୍ୟପାଳ ବିଧାନସଭାରେ ପହଞ୍ଚିବା ପରେ ଜାତୀୟ ସଂଗୀତ ‘ତାମିଲ ତାଇ ଭାଜଥୁ’ (Tamil Tai Vazhthu) ଗାନ କରାଯାଇଥିଲା, ଯାହା ପାରମ୍ପାରିକ ଭାବରେ ଏହିପରି ଉତ୍ସବରେ ବଜାଯାଇଥାଏ । ରାଜ ଭବନ ବିବୃତ୍ତିରେ କୁହାଯାଇଛି ଯେ, ରାଜ୍ୟପାଳ ରବି ସମ୍ବିଧାନ ତଥା ଜାତୀୟ ସଂଗୀତକୁ “ଅସମ୍ମାନ” ହେବାରୁ ଗଭୀର ଦୁଃଖରେ ବିଧାନସଭାରୁ ବାହାରି ଆସିଥିଲେ। ରାଜଭବନ ଏହାର ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟରେ ଲେଖିଛି, “ଆଜି ରାଜ୍ୟପାଳ ଗୃହକୁ ଆସିବା ପରେ କେବଳ ‘ତାମିଲ ତାଇ ବଜଥୁ’ ଗାନ କରାଯାଇଥିଲା। ରାଜ୍ୟପାଳ ସମ୍ମାନର…

Read More