Author: Ayesha Debnath

Chicken Vs Fish: ଗରମରେ ଲୋକମାନେ ଜୁସ ଏବଂ ରସର ସେବନ ଅଧିକ କରନ୍ତି। ଏହି ଋତୁରେ ଲୋକେ ହାଲୁକା ଭୋଜନ କରିବାକୁ ଅଧିକ ପସନ୍ଦ କରନ୍ତି। କାରଣ ଏହି ଋତୁରେ ପାଚନ ପ୍ରକ୍ରିୟା ଧୀରେ ହୋଇଯାଏ। ଶରୀରକୁ ହାଇଡ୍ରେଟ୍ ରଖିବା ପାଇଁ ଲୋକେ ଜଳୀୟ ଦ୍ରବ୍ୟ ଅଧିକ ବ୍ୟବହାର କରନ୍ତି। କିନ୍ତୁ ବହୁତ ଲୋକ ଏମିତି ମଧ୍ୟ ଅଛନ୍ତି ଯେଉଁମାନେ ନନଭେଜ ପାଇଁ ଶୋକିନ ଥାନ୍ତି। ଏମିତିରେ ଏହି ଲୋକମାନେ ଗରମରେ ମଧ୍ୟ ନନଭେଜ ଖାଇବାକୁ ଭଲ ପାଇଥାନ୍ତି। ହେଲେ କ’ଣ ଗରମରେ ନନଭେଜ ଖାଇବା ଠିକ କି ? ଆସନ୍ତୁ ଜାଣିବା ଗରମ ଦିନରେ ମାଛ ନା ମାଂସ କେଉଁ ଜିନିଷ ଟି ଆମ ପାଇଁ ଭଲ ? ଗରମରେ ମଛ ଖାଇବାର ଲାଭ ମାଛରେ ପ୍ରୋଟିନ୍ ଥାଏ ଯାହା ଆମ ଖାଦ୍ୟକୁ ସହଜରେ ପଚାଇଥାଏ। ମାଛରେ ମିଳିଥିବା ଓମେଗା-3 ଫ୍ୟାଟି ଏସିଡ୍ ହୃଦୟ ପାଇଁ ଲାଭକାରୀ। ମାଛ…

Read More