Author: Ayesha Debnath

Gym: ଶରୀରକୁ ସୁସ୍ଥ,ସତେଜ ରଖିବା ପାଇଁ ବ୍ୟାୟାମ ତଥା ଯୋଗର ନିତାନ୍ତ ଆବଶ୍ୟକତା ରହିଛି । ବ୍ୟସ୍ତବହୁଳ ଜୀବନଶୈଳୀ ଭିତରେ ବି ଲୋକ ପାର୍କ , ଜିମ୍ କୁ ଯାଇ କସରତ କରୁଛନ୍ତି । ଯୁବପିଢୀଙ୍କ ଭିତରେ ତ ଜିମର କ୍ରେଜ୍ ହିଁ କିଛି ଅଲଗା । ପ୍ରତିଦିନ ଜିମ୍ , ପ୍ରୋଟିନ୍ ସେକ୍ ଆଉ ପୁଷ୍ଟିକର ଖାଦ୍ୟ ପ୍ରତି ବର୍ତ୍ତମାନର ଯୁବପିଢୀ ଆକର୍ଷିତ ହେଉଛନ୍ତି । ଜିମ୍ ରେ ସାଧାରଣଠାରୁ ଅଧିକ ବ୍ୟାୟାମ କଲେ ହୃଦୟ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିଥାଏ । ହୃଦୟ ଠିକ୍ ରୂପେ ସଂଚାଳନ ହେବାରେ କଷ୍ଟ ଅନୁଭବ କରେ । ଜିମରେ କସରତ କରିବା ସମୟରେ ବ୍ୟକ୍ତିଜଣକ ଅଧିକ ପ୍ରେସରରେ ଥାଆନ୍ତି । ଯାହା ହୃଦୟ ପାଇଁ ବିପଦଜ୍ଜନକ । କିଛି ଲୋକଙ୍କ ଜେନିଟଲ୍ ସ୍ଥିତି ଏଭଳି ହୋଇଥାଏ ଯେ ତାଙ୍କୁ ହାର୍ଟଆଟାକ୍ ଶୀଘ୍ର ପ୍ରଭାବିତ କରିଥାଏ । ଯୁବଗୋଷ୍ଠୀ ଜିମ୍ କଲା…

Read More