Author: Ayesha Debnath

Hanuman Puja: ମଙ୍ଗଳବାର ଭଗବାନ ହନୁମାନଙ୍କୁ ସମର୍ପିତ । ତେଣୁ ମଙ୍ଗଳବାରକୁ ହନୁମାନଙ୍କ ଦିନ କୁହାଯାଏ। ହନୁମାନ ହେଉଛନ୍ତି ପ୍ରତ୍ୟକ୍ଷ ଠାକୁର ସେ ସନ୍ତୁଷ୍ଟ ହେଲେ ସବୁକିଛି ମଙ୍ଗଳ ହୁଏ ଆଉ ତାଙ୍କୁ ଅସନ୍ତୁଷ୍ଟ କରାଇଲେ ଆପଣଙ୍କର ହେଇପାରେ ଅନେକ କ୍ଷତି। ତେବେ ଏହି କଥାକୁ ଦୃଷ୍ଟିରେ ରଖି ତାଙ୍କ ପୂଜା କରାଯାଇଥାଏ । ସଂଖ୍ୟା ବିଜ୍ଞାନ ଅନୁଯାୟୀ, ହନୁମାନଜୀଙ୍କ ପ୍ରିୟ ରେଡିକ୍ସ କ’ଣ ଆପଣ ଜାଣନ୍ତି । ସଂଖ୍ୟା ଶାସ୍ତ୍ର ଅନୁସାରେ, ହନୁମାନଙ୍କ ପ୍ରିୟ ନମ୍ବର ହେଉଛି ୯ । ୯ ନମ୍ବରରେ ମଙ୍ଗଳ ଗ୍ରହର ଶାସନ ରହିଛି। ମଙ୍ଗଳ ଗ୍ରହର ସମ୍ପର୍କ ବଜରଙ୍ଗବଳୀ ସହ ରହିଛି। ଏହି ତିଥିରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ଉପରେ ହନୁମାନଙ୍କ କୃପା ସର୍ବଦା ରହିଥାଏ । ଏହା ସହିତ ହନୁମାନଙ୍କ ହାତ ଏଭଳି ଲୋକଙ୍କ ମୁଣ୍ଡରେ ରହିଥାଏ । ଯେକୌଣସି ମାସର ୯, ୧୮ ଓ ୨୭ ତାରିଖରେ ଜନ୍ମ ଗ୍ରହଣ କରିଥିବା…

Read More