Author: Ayesha Debnath

Saraswati Puja: ବସନ୍ତ ପଞ୍ଚମୀର ପର୍ବ ଜ୍ଞାନର ଦେବୀ ମା’ ସରସ୍ୱତୀଙ୍କୁ ସମର୍ପିତ । ଏହି ବିଶେଷ ଦିନରେ ମା’ ସରସ୍ୱତୀଙ୍କୁ ଜ୍ଞାନ, କଳା ଓ ବୁଦ୍ଧିର ଦେବୀ ଭାବରେ ପୂଜା କରାଯାଏ । ଚଳିତ ବର୍ଷ ବସନ୍ତ ପଞ୍ଚମୀ ପର୍ବ ଫେବ୍ରୁଆରି ୨ ତାରିଖ ରବିବାର ପାଳନ କରାଯିବ। ବସନ୍ତ ପଞ୍ଚମୀରେ ମା’ ସରସ୍ୱତୀଙ୍କୁ ପୂଜା କରାଯାଏ ବୋଲି ସମସ୍ତେ ଜାଣନ୍ତି, କିନ୍ତୁ ଏହି ଦିନ ଆଉ କ’ଣ ବିଶେଷ ହୋଇପାରେ ତାହା ଜାଣିବା ମଧ୍ୟ ଅତ୍ୟନ୍ତ ଜରୁରୀ। ବସନ୍ତ ପଞ୍ଚମୀ ଦିନକୁ ଶିଶୁମାନଙ୍କୁ ସାକ୍ଷରତା ପ୍ରଦାନ, ଶୁଭ କାର୍ଯ୍ୟ କରିବା ପାଇଁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ବସନ୍ତ ପଞ୍ଚମୀରେ ସ୍କୁଲରେ ମା’ ସରସ୍ୱତୀଙ୍କୁ ପୂଜା କରାଯାଇଥାଏ। ଜ୍ଞାନ, ବୃଦ୍ଧି, କଳାତ୍ମକ ଦକ୍ଷତା, ଉଚ୍ଚଶିକ୍ଷା ଏବଂ ଜୀବନରେ ସଫଳତା ପାଇଁ ତାଙ୍କ ଆଶୀର୍ବାଦ ଅପରିହାର୍ଯ୍ୟ । ଏହି ବସନ୍ତ ପଞ୍ଚମୀରେ ପିଲାମାନେ ଯେପରି ବୁଦ୍ଧିମାନ ରହିବେ,…

Read More