Author: Ayesha Debnath

OJEE 2025: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା କମିଟି ପକ୍ଷରୁ ଓଜେଇଇ ୨୦୨୫ ପଞ୍ଜୀକରଣ ପ୍ରକ୍ରିୟା ଜାନୁଆରି ୩୦, ୨୦୨୫ରୁ ଆରମ୍ଭ ହୋଇଛି। ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ojee.nic.in ଓଜେଇଇର ଅଫିସିଆଲ୍ ୱେବସାଇଟ୍ ଜରିଆରେ ସିଧାସଳଖ ଲିଙ୍କ୍ ପାଇପାରିବେ। ପଞ୍ଜୀକରଣ ପ୍ରକ୍ରିୟା ମାର୍ଚ୍ଚ ୨୦, ୨୦୨୫ରେ ଶେଷ ହେବ। ଆଡମିଟ୍ କାର୍ଡ ଏପ୍ରିଲ ୨୫, ୨୦୨୫ ରୁ ଅଫିସିଆଲ ୱେବସାଇଟରେ ଉପଲବ୍ଧ ହେବ । ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ- ୨୦୨୫) ବି ଫାର୍ମ, ବି.କ୍ୟାଟ୍ (ସିନେମାଟୋଗ୍ରାଫି ଆଣ୍ଡ ସାଉଣ୍ଡ ରେକର୍ଡିଂ ଆଣ୍ଡ ଡିଜାଇନ), ବି.ସିଏଟି (ଫିଲ୍ମ ଏଡିଟିଂ) ଓ ଇଣ୍ଟିଗ୍ରେଟେଡ୍ ଏମ୍ବିଏ (୫ ବର୍ଷ), ବି.ଟେକ୍ ର ଦ୍ବିତୀୟ ବର୍ଷ (ତୃତୀୟ ସେମିଷ୍ଟର)ର ପ୍ରଥମ ବର୍ଷ ଡିଗ୍ରୀ ପାଠ୍ୟକ୍ରମରେ ନାମଲେଖା ପାଇଁ ମେ ୨, ୩, ୪, ୫, ୬, ୧୦ ଓ ୧୧, ୨୦୨୫ ରେ କମ୍ପ୍ୟୁଟର ଆଧାରିତ…

Read More