Author: Ayesha Debnath

Pahalgam terror attack: ଆମେରିକାର ଉପରାଷ୍ଟ୍ରପତି ଜେଡି ଭେନ୍ସ ଭାରତ ଗସ୍ତରେ ଥିବାବେଳେ କାଶ୍ମୀରରେ ଘଟିଛି ଆତଙ୍କବାଦୀ ଆକ୍ରମଣ। ଏହା ମଧ୍ୟ ସେତେବେଳେ ଘଟିଥିଲା ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୌଦି ଆରବର ଦୁଇ ଦିନିଆ ଗସ୍ତରେ ଥିଲେ। ଆକ୍ରମଣ କେତେ ଗମ୍ଭୀର ତାହାର ଅନୁମାନ ଏଥିରୁ ହିଁ କରାଯାଇପାରେ ଯେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଗସ୍ତ ମଝିରେ ଛାଡ଼ି ଦିଲ୍ଲୀ ଫେରିଛନ୍ତି। ଅନେକ ମିଡ଼ିଆ ରିପୋର୍ଟରେ ଏପର୍ଯ୍ୟନ୍ତ କୁହାଯାଉଛି ଯେ ଆତଙ୍କବାଦୀମାନେ ପହଲଗାମର ବୈସରନ ଉପତ୍ୟକାରେ ଲୋକଙ୍କ ନାମ ଓ ଧର୍ମ ପଚାରି ଗୁଳି ଚଳାଇଥିଲେ। ଏପରି କି ଲୋକଙ୍କ ପ୍ୟାଣ୍ଟ ଖୋଲି ସେମାନଙ୍କ ଗୁପ୍ତାଙ୍ଗ ଯାଞ୍ଚ କରି ଗୁଳି ମାରିଥିଲେ। ଏବେ ପ୍ରତିରକ୍ଷା ବିଶେଷଜ୍ଞଙ୍କ କହୁଛନ୍ତି ଯେ, ଭାରତ ତା’ର ଟାର୍ଗେଟକୁ ବଡ଼ କରିବାର ଆବଶ୍ୟକତା ରହିଛି । ପାକିସ୍ତାନର ଟାର୍ଗେଟ କିଲିଂର ଉତ୍ତରରେ ଭାରତକୁ ବଡ଼ ଟାର୍ଗେଟ୍ ସିଲେକ୍ଟ କରିବାକୁ ପଡ଼ିବ । ଆଉ ସେମାନେ ଟାର୍ଗେଟ୍…

Read More