Author: Ayesha Debnath

 USAID: ଆମେରିକାରେ ଡର୍ଜନରୁ ଅଧିକ ବରିଷ୍ଠ ଅଧିକାରୀଙ୍କୁ ଛୁଟିରେ ରଖାଯାଇଛି। ହଜାର ହଜାର ଠିକାଦାରଙ୍କୁ ଛଟେଇ କରାଯାଇଛି। ଅନ୍ୟ ଦେଶକୁ ମିଳୁଥିବା କୋଟି କୋଟି ଡଲାରର ମାନବିକ ସହାୟତା ବନ୍ଦ ରହିଛି। ଜାନୁଆରୀ ୨୦ ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ କାର୍ଯ୍ୟକାଳର ପ୍ରଥମ ଦିନରେ ବିଦେଶୀ ସହାୟତା ଉପରେ ୯୦ ଦିନ ପାଇଁ ପ୍ରତିବନ୍ଧକ ଲଗାଇଥିଲେ । ଆମେରିକା ଏବେ ବି ବିଶ୍ୱରେ ବୈଦେଶିକ ସହାୟତାର ସବୁଠାରୁ ବଡ ଉତ୍ସ । ତେବେ ଅନ୍ୟ ଦେଶମାନେ ସେମାନଙ୍କ ବଜେଟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଯୋଗଦାନ କରନ୍ତି । ମାନବିକ ସହାୟତା ପାଇଁ ଦାନ କରାଯାଇଥିବା ପ୍ରତି ୧୦ ଡଲାରରୁ ୪ ଡଲାର ପ୍ରଦାନ କରିଥାଏ। ଆପଣ ଜାଣନ୍ତି କି ୟୁଏସଏଆଇଡି କ’ଣ, ଯାହାକୁ ଟ୍ରମ୍ପ ଏବଂ ତାଙ୍କ ସହଯୋଗୀ ଏଲନ୍ ମସ୍କ ବନ୍ଦ କରିବାକୁ ଚାହୁଁଛନ୍ତି? ୟୁଏସଏଆଇଡି କ’ଣ ଏବଂ ଏହା କ’ଣ କରେ? ସମଗ୍ର ବିଶ୍ୱରେ ଆମେରିକା…

Read More