Author: Ayesha Debnath

Mahakumbh: ଉତ୍ତରପ୍ରଦେଶର ପ୍ରୟାଗରାଜ ସ୍ଥିତ ସଙ୍ଗମ କୂଳରେ ମହାକୁମ୍ଭ ମେଳା ୨୦୨୫ ଆୟୋଜିତ ହୋଇଛି। ରାଜ୍ୟ ସରକାରଙ୍କ ସୂଚନା ଅନୁଯାୟୀ, ଜାନୁଆରୀ ୧୩ ରୁ ଆରମ୍ଭ ହୋଇଥିବା ଏହି ରୀତିନୀତିରେ ୮୦ ନିୟୁତରୁ ଅଧିକ ଲୋକ ଅଂଶଗ୍ରହଣ କରିଛନ୍ତି। ୪୫ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ୪୦ କୋଟିରୁ ଅଧିକ ଶ୍ରଦ୍ଧାଳୁ ଯୋଗଦେବେ ବୋଲି ଆଶା କରାଯାଇଥିଲା। ହେଲେ ଆପଣ ଜାଣିଛନ୍ତି କି, ଭକ୍ତଙ୍କ ଗଣନା କେମିତି କରାଯାଏ? ଏହି ତଥ୍ୟ ଜାରି କରିବା ପାଇଁ ସରକାର କେଉଁ ଟେକ୍ନୋଲୋଜି ବ୍ୟବହାର କରୁଛନ୍ତି? ଜାନୁଆରୀ ୧୩ ତାରିଖରେ ପ୍ରଥମ ସ୍ନାନ ପରେ ରାଜ୍ୟ ସରକାର ସୂଚନା ଦେଇଥିଲେ ଯେ ମକର ସଂକ୍ରାନ୍ତିରେ ୩୫ ନିୟୁତରୁ ଅଧିକ ଶ୍ରଦ୍ଧାଳୁ ଏହି ସଙ୍ଗମସ୍ଥଳରେ ସ୍ନାନ କରିଛନ୍ତି। ପ୍ରଥମ ଦିନରେ ୬ ନିୟୁତ ଓ ଦ୍ବିତୀୟ ଦିନ ସୁଦ୍ଧା ୧୩.୮ ନିୟୁତ ଲୋକ ଆସିଥିବା ଦାବି କରାଯାଇଥିଲା। ଅର୍ଥାତ୍ ମାତ୍ର ୩ ଦିନରେ…

Read More