Author: Ayesha Debnath

Acharya Satyendra Das: ଅଯୋଧ୍ୟାସ୍ଥିତ ଶ୍ରୀରାମ ଜନ୍ମଭୂମି ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ବ୍ରେନ୍ ଷ୍ଟ୍ରୋକ୍ ରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବାର କିଛି ଦିନ ପରେ ବୁଧବାର ତାଙ୍କର ଦେହାନ୍ତ ହୋଇଛି। ତାଙ୍କୁ ୮୫ ବର୍ଷ ହୋଇଥିଲା। ଲକ୍ଷ୍ନୌସ୍ଥିତ ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ୍ (ଏସ୍ଜିପିଜିଆଇ) ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୁଖ୍ୟ ପୂଜକଙ୍କ ମୃତ୍ୟୁ ଖବର ତାଙ୍କ ଶିଷ୍ୟ ପ୍ରଦୀପ ଦାସ ନିଶ୍ଚିତ କରିଛନ୍ତି। ପ୍ରଦୀପ ଦାସଙ୍କ କହିବା ନୁଯାୟୀ, ଗୁରୁବାର ଅଯୋଧ୍ୟାରେ ସରୟୁ ନଦୀ କୂଳରେ ବୃଦ୍ଧ ପୁରୋହିତଙ୍କ ଅନ୍ତିମ ସଂସ୍କାର କରାଯିବ ଏବଂ ତାଙ୍କ ମୃତଦେହକୁ ଲକ୍ଷ୍ନୌରୁ ପବିତ୍ର ସହରକୁ ନିଆଯାଉଛି। ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ବ୍ରେନ୍ ଷ୍ଟ୍ରୋକ୍ ରେ ପୀଡ଼ିତ ହୋଇ ରବିବାର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଆଜି ଏକ ବିବୃତିରେ ଏସ୍ଜିପିଜିଆଇ କର୍ତ୍ତୃପକ୍ଷ ତାଙ୍କୁ ଗୁରୁତର ବୋଲି ଘୋଷଣା କରିଛନ୍ତି। ସୂଚନା ଅନୁଯାୟୀ, ପୂଜକ…

Read More