Author: Ayesha Debnath

Bath: ଗାଧୋଇବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦୈନିକ ସ୍ୱଚ୍ଛତା ଅଭ୍ୟାସ ମଧ୍ୟରୁ ଅନ୍ୟତମ ବୋଲି ବିବେଚନା କରାଯାଏ। ସୁସ୍ଥ ଓ ସଂକ୍ରମଣମୁକ୍ତ ରହିବା ପାଇଁ ବ୍ୟକ୍ତିଗତ ଯତ୍ନ ନିହାତି ଜରୁରୀ ଏବଂ ପ୍ରତିଦିନ ସ୍ୱଚ୍ଛ ପାଣିରେ ଭଲ ଭାବେ ଗାଧୋଇବା ଜରୁରୀ । ପିଲାଦିନରୁ ଆମକୁ କୁହାଯାଏ ଯେ ଗରମ ହେଉ କି ଥଣ୍ଡା, ଆମେ ଦିନକୁ ଅତି କମରେ ଥରେ ଗାଧୋଇବା ଉଚିତ । ଏପରି ନ କଲେ ଶୀଘ୍ର ସଂକ୍ରମଣ କିମ୍ବା ଶରୀରର ଦୁର୍ଗନ୍ଧ ଭଳି ସମସ୍ୟା ଦେଖାଦେଇଥାଏ। ଜଣେ ବୈଜ୍ଞାନିକ ଏହି ଧାରଣାକୁ ଚ୍ୟାଲେଞ୍ଜ କରି କହିଛନ୍ତି ଯେ ଯଦି ଆମେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଗାଧୋଇନଥାଉ ତେବେ ଶରୀରରୁ ଦୁର୍ଗନ୍ଧ ବାହାରିନଥାଏ । ଖାଲି ସେତିକି ନୁହେଁ ଗାଧୋଇବା ପାଇଁ ବ୍ୟବହୃତ ସାମଗ୍ରୀ ଯଥା ସାମ୍ପୁ, ସାବୁନ ଓ ଅନ୍ୟାନ୍ୟ ଜିନିଷକୁ ମଧ୍ୟ ଏହି ବୈଜ୍ଞାନିକ ଅକାମୀ ବୋଲି ବିବେଚନା କରିଛନ୍ତି। ସେ ଦାବି କରିଛନ୍ତି ଯେ…

Read More