Author: Ayesha Debnath

Mahakumbh: ଭାରତରେ କୁମ୍ଭମେଳାର ପରମ୍ପରା ଅନେକ ପୁରୁଣା। ୧୯୫୪ ମସିହାରେ ପ୍ରୟାଗରାଜ (ତତ୍କାଳୀନ ଆହ୍ଲାବାଦ)ରେ ଆୟୋଜିତ ହୋଇଥିବା କୁମ୍ଭ ମେଳା ସରକାରଙ୍କ ଦ୍ୱାରା ସମ୍ପୂର୍ଣ୍ଣ ନିୟନ୍ତ୍ରିତ ହୋଇଥିଲା। ଏହା ଭାରତୀୟ ଇତିହାସରେ ପ୍ରଥମ ଥର ଥିଲା ଯେଉଁଠାରେ ଦେଶର ନେତାମାନେ ଅନେକ ପରିମାଣରେ ଧାର୍ମିକ ପରମ୍ପରାରେ ଅଂଶଗ୍ରହଣ କରିଥିଲେ। ହେଲେ ୩ ଫେବୃଆରୀ ୧୯୫୪ ରେ ଏହି ମେଳାରେ ଏପରି କିଛି ଘଟିଥିଲା ଯାହା ଏହି ମେଳାକୁ ସବୁଦିନ ପାଇଁ ସ୍ମରଣୀୟ କରିଥିଲା । ମୌନି ଅମାବାସ୍ୟା ଦିନ ଘଟିଥିଲା ଏହି ଅଘଟଣ ମୌନି ଅମାବାସ୍ୟା ଦିନ ନେହେରୁ ଜୀ ସଙ୍ଗମରେ ସ୍ନାନ କରିଥିଲେ, ଯାହା ଏହି ମେଳାର ମୁଖ୍ୟ ଆକର୍ଷଣ ଥିଲା। ଏହି ସମୟରେ ଏକ ଦୁର୍ଘଟଣା ମଧ୍ୟ ଘଟିଥିଲା। ମୌନି ଅମାବାସ୍ୟା ସ୍ନାନ କରିବା ସମୟରେ ଏକ ହାତୀ ନିୟନ୍ତ୍ରଣ ବାହାରେ ହୋଇଯାଇଥିଲା। ଯାହାଫଳରେ ସେଠାରେ ଥିବା ଲୋକମାନେ ଦୌଡିବାକୁ ଆରମ୍ଭ କରିଥିଲେ। ଦୌଡିବା ଫଳରେ ଲୋକମାନେ ପରସ୍ପର…

Read More