Author: Ayesha Debnath

Mahakumbh: ମହାକୁମ୍ଭ ହେଉଛି ବିଶ୍ୱର ସବୁଠାରୁ ବଡ଼ ଧାର୍ମିକ ସମାବେଶ, ଯେଉଁଠାରେ ଦେଶ ତଥା ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ସାଧୁ ସନ୍ଥ ଓ ଶ୍ରଦ୍ଧାଳୁମାନେ ଯୋଗଦେଇ ପବିତ୍ର ତ୍ରିବେଣୀ ସଙ୍ଗମରେ ସ୍ନାନ କରିଥାନ୍ତି। ୧୪୪ ବର୍ଷ ପରେ ଆୟୋଜିତ ହୋଇଛି ପ୍ରୟାଗରାଜ କୁମ୍ଭମେଳା । ଯାହା ୨୦୨୫ ଜାନୁଆରି ୧୩ ତାରିଖରେ ପୌଷ ପୂର୍ଣ୍ଣିମା ଦିନ ମହାକୁମ୍ଭ ଆରମ୍ଭ ହୋଇ ଫେବୃଆରି ୨୬, ୨୦୨୫ରେ ମହାଶିବରାତ୍ରୀରେ ଶେଷ ହେବ। ଏହି ଧାର୍ମିକ ସମାବେଶର ସାକ୍ଷୀ ହେବାପାଇଁ ଦେଶର କୋଣ ଅନୁକୋଣରୁ ଅନେକ ଶ୍ରଦ୍ଧାଳୁ ଆସି ପବିତ୍ର ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଛନ୍ତି । ଶେଷର ବଡ଼ ବଡ଼ ମନ୍ତ୍ରୀ ଠାରୁ ଆରମ୍ଭ କରି ବଡ଼ ବଡ଼ କଳାକାରମାନେ ମଧ୍ୟ ଏହି ମେଳାରେ ପୁଣ୍ୟ ଅର୍ଜନ କରିବା ପାଇଁ ସ୍ନାନ କରିଛନ୍ତି । ଅନ୍ୟପଟେ ଏହି ମେଳାରେ ଅନେକ ଲୋକ ଭଲ ବ୍ୟବସାୟ ମଧ୍ୟ କରିଛନ୍ତି । ଭକ୍ତିରେ ବୁଡ଼ ପକାଇବାକୁ ଆସିଥବା…

Read More