Author: Ayesha Debnath

Matric Exam: ଆସନ୍ତାକାଲିଠୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା । ଯାହାକୁ ନେଇ ପ୍ରସ୍ତୁତି ଚଳାଇଛି ପ୍ରଶାସନ । ପରୀକ୍ଷା ପୂର୍ବରୁ ଆଜି କରାଯିବ ଡ୍ରାଏ ରନ୍ । ରାତି ପାହିଲେ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା। ମାଟ୍ରିକ୍ ପରୀକ୍ଷା ପାଇଁ ବୋର୍ଡ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ । ଏଥିପାଇଁ ଆଜି ଡ୍ରାଏ ରନ୍ କରାଯିବ। ଏହାସହ ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ଚୟନ ହୋଇଥିବା କମାଣ୍ଡ ସେଣ୍ଟର୍ ତଥା ନୋଡାଲ୍ ସେଣ୍ଟର୍ ଓ ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ଲାଇଭ୍ ଷ୍ଟ୍ରିମିଂ ବ୍ୟବସ୍ଥାର ଅନୁଧ୍ୟାନ କରାଯିବ। ଏଥିପାଇଁ ଗତକାଲି ନୋଡାଲ ସେଣ୍ଟରରେ ପହଞ୍ଚିଛି ପ୍ରଶ୍ନପତ୍ର। ୨୧ ତାରିଖରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍ ସହ ରାଜ୍ୟ ମୁକ୍ତ ବିଦ୍ୟାଳୟ ଓ ସଂସ୍କୃତ ମଧ୍ୟମା ପରୀକ୍ଷା ଏକାସଙ୍ଗେ ହେବ। ରାଜ୍ୟର ୩ହଜାର ୧୩୩ଟି କେନ୍ଦ୍ରର ହଲ୍ ସିସିଟିଭି ଫୋକସରେ ରହିବ। ୨୮୬ଟି ସମ୍ବେଦଶୀଳ ପରୀକ୍ଷା କେନ୍ଦ୍ର ଓ ୩୧୪ଟି ନୋଡାଲ୍ ସେଣ୍ଟରରେ…

Read More