Author: Ayesha Debnath

Indore: ନିଜ ଘରକୁ ସଫା ରଖିବା ପାଇଁ ସମସ୍ତେ ଭଲପାଆନ୍ତି। ସେଥିପାଇଁ ସମସ୍ତେ ନିଜ ଘରର ଯତ୍ନ ନେଇଥାନ୍ତି। ଘରକୁ ସଫା ରଖିବା ଦ୍ୱାରା ତାହା ସୁନ୍ଦର ଲାଗିବ ସହ ଘରେ ସକାରାତ୍ମକତା ଆସିଥାଏ। ଯେପରି ଆମେ ସମସ୍ତେ ନିଜ ଘରକୁ ସଫା ରଖିବା ପାଇଁ ଚେଷ୍ଟା କରିଥାଉ ଠିକ ସେହିପରି ଆମକୁ ଆମ ଦେଶକୁ ମଧ୍ୟ ସଫା ରହିବାକୁ ପଡିବ। ଏହା ଆମ ସମସ୍ତ ଦେଶବାସୀଙ୍କ ଏକ ପ୍ରମୁଖ କର୍ତ୍ତବ୍ୟ। ପ୍ରାୟତଃ ସବୁ ସ୍ଥାନରେ ଆମକୁ ଅଳିଆ ବା ମଇଳା ଦେଖିବାକୁ ମିଳେ। ସରକାର ତରଫରୁ ନିଜ ସହରକୁ ସଫା ରଖିବା ପାଇଁ ଅନେକ ବ୍ୟବସ୍ଥା ରହିଥିଲେ ମଧ୍ୟ ଆମକୁ ସ୍ଥାନେ ସ୍ଥାନେ ଅଳିଆ ଓ ମଇଳା ବା ଜରି-କାଗଜ ଦେଖିବାକୁ ମିଳିଥାଏ। ତେବେ ଆପଣ ଜାଣିଛନ୍ତି ଆମ ଦେଶରେ ଏମିତି ଏକ ସ୍ଥାନ ଅଛି ଯାହା ଭାରତର ସବୁଠାରୁ ସଫା ସୁତୁରା ସ୍ଥାନ ମଧ୍ୟରେ ଅନ୍ୟତମ। ସେହି ସହର…

Read More