Author: Ayesha Debnath

Chhaava Box Office Collection: ଅଭିନେତା ଭିକି କୌଶଲଙ୍କ ଫିଲ୍ମ ‘ଛାଭା’ ବକ୍ସ ଅଫିସରେ ଜବରଦସ୍ତ ଆୟ କରୁଛି। ଏପରିକି ମାର୍ଭେଲର ସୁପରହିଟ୍ ଫିଲ୍ମ ‘କ୍ୟାପଟେନ୍ ଆମେରିକା’ ମଧ୍ୟ ଏହି ଫିଲ୍ମ ସମ୍ନାରେ ଫିକା ପଡ଼ିଯାଇଛି। ଭିକି କୌଶଲ ଫିଲ୍ମ ‘ଛାଭା’ରେ ମରାଠା ବୀର ଛତ୍ରପତି ସମ୍ୱାଜୀ ମହାରାଜଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଫିଲ୍ମ ଷଷ୍ଠ ଦିନରେ ୨୦୦ କୋଟିରୁ ଉର୍ଦ୍ଧ ତାଙ୍କ ରୋଜଗାର କରିବାରେ ସଫଳ ହୋଇଛି। ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ‘ଛାଭା’ ବକ୍ସ ଅଫିସରେ ପ୍ରାଧାନ୍ୟ ବିସ୍ତାର କରିଛି। ଏହି ଚଳଚ୍ଚିତ୍ରଟି ଛଅ ଦିନ ମଧ୍ୟରେ ବମ୍ପର ରୋଜଗାର କରିଛି । ଏହି ଚଳଚ୍ଚିତ୍ରରେ ଭିକି କୌଶଲଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଉଛି। ଷଷ୍ଠ ଦିନରେ ବକ୍ସ ଅଫିସରେ ‘ଛାଭା’ ଚଳଚ୍ଚିତ୍ର କେତେ ସଂଗ୍ରହ କରିଛି ଆସନ୍ତୁ ଜାଣିବା। ସୂଚନା ଅନୁଯାୟୀ, ‘ଛାଭା’ ଚଳଚ୍ଚିତ୍ର ଷଷ୍ଠ ଦିନରେ ୩୨ କୋଟି…

Read More