Author: Ayesha Debnath

Minor Student Pregnant: ଲଜ୍ଜାଜନକ କାଣ୍ଡ ଘଟାଇଲେ ଦଶମଶ୍ରେଣୀ ଛାତ୍ରୀ । କନ୍ୟା ସନ୍ତାନକୁ ଜନ୍ମ ଦେଲେ ଦଶମଶ୍ରେଣୀ ଛାତ୍ରୀ । ସ୍କୁଲ ଚାରି କାନ୍ଥ ଭିତରେ କିପରି ଘଟିଲା ଏତେ ବଡ଼ ଘଟଣା। ଏହାକୁ ନେଇ ଏବେ ଉଠିଲା ପ୍ରଶ୍ନ। ପାଠ ପଢି ନିଜ ଭବିଷ୍ୟତ ଗଠନ କରିବା ପାଇଁ ସମସ୍ତେ ବିଦ୍ୟାଳୟକୁ ଯାଇଥାନ୍ତି । ହେଲେ ସେହି ହଷ୍ଟେଲର ଚାରି କାନ୍ଥ ଭିତରେ ଏକ ସନ୍ତାନ ଜନ୍ମ କରିଛି ନାବାଳିକା ଛାତ୍ରୀ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆବାସିକ ବିଦ୍ୟାଳୟରେ । ଶିକ୍ଷାର ମନ୍ଦିର କୁହାଯାଉଥିବା ବିଦ୍ୟାଳୟରେ ନିରୀହ ଆଦିବାସୀ ଛାତ୍ରୀ ପିଲା ଜନ୍ମ କରିବା ଘଟଣା ସମସ୍ତଙ୍କୁ ଚକିତ କରିଛି। ସୂଚନା ଅନୁଯାୟୀ, ଦଶମ ଶ୍ରେଣୀ ଛାତ୍ରୀ ଜଣଙ୍କ ଆବାସିକ ବିଦ୍ୟାଳୟରେ ରହି ପାଠ ପଢ଼ୁଥିଲେ। ଏଥିସହ ସ୍କୁଲ ହଷ୍ଟେଲରେ ରହୁଥିଲେ। ଗତକାଲି ଛାତ୍ରୀ ଜଣଙ୍କ ମାଟ୍ରିକ ପରୀକ୍ଷା ଦେବାକୁ ଯାଇଥିଲେ। ପରେ ହଷ୍ଟେଲକୁ…

Read More