Author: Ayesha Debnath

Subhadra yojana: ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ଘୋଷଣା । ଏହି ଦିନ ମିଳିବ ସୁଭଦ୍ରା ୨ୟ କିସ୍ତି ଟଙ୍କା। ଯେଉଁମାନେ ପ୍ରଥମ କିସ୍ତି ଟଙ୍କା ପାଇଁ ନାହାନ୍ତି ସେମାନଙ୍କୁ ଦୁଇଟି କିସ୍ତି ଟଙ୍କା ଅର୍ଥାତ ୧୦ ହଜାର ଟଙ୍କା ମିଳିବ । ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଖାତାକୁ ଆସିସାରିଛି । ଏହି ୪ର୍ଥ ପର୍ଯ୍ୟାୟରେ ୧୮ ଲକ୍ଷରୁ ଉର୍ଦ୍ଧ ମହିଳାଙ୍କୁ ମିଳିଛି ୫୦୦୦ ଟଙ୍କା । ତେବେ ଏ ପର୍ଯ୍ୟନ୍ତ ଯେଉଁ ହିତାଧିକାରୀଙ୍କୁ ଟଙ୍କା ମିଳି ନାହିଁ ସେମାନଙ୍କୁ ମଧ୍ୟ ସୁଭଦ୍ରା କିସ୍ତି ମିଳିବା ନେଇ ସୂଚନା ଦେଇସାରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସୁଚ ଅନୁଯାୟୀ, ଯେଉଁମାନେ ଆଦୌ ଆବେଦନ କରିନାହାନ୍ତି ସେମାନେ ଯଦି ଏବେ ବି ଆବେଦନ କରନ୍ତି ତେବେ ମାର୍ଚ୍ଚ ୮ ତାରିଖରେ ଦୁଇଟି କିସ୍ତି ଟଙ୍କା ଅର୍ଥାତ ୧୦ ହଜାର ଟଙ୍କା ପାଇବେ । ତେବେ ୨ୟ କିସ୍ତି…

Read More