Author: Ayesha Debnath

Surya Grahan: ୨୦୨୫ ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ ମାର୍ଚ୍ଚ ୨୯ରେ ହେବାକୁ ଯାଉଛି । ଆସନ୍ତୁ ଜାଣିବା ସୂର୍ଯ୍ୟ ଗ୍ରହଣ କେଉଁ ରାଶିର ଉପରେ ପ୍ରଭାବ ପକାଇପାରେ। ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ ୨୯ମାର୍ଚ୍ଚ ୨୦୨୫ ଶନିବାର ଦିନ ଘଟିବାକୁ ଯାଉଛି। ଭାରତୀୟ ସମୟ ଅନୁଯାୟୀ ଏହି ଚନ୍ଦ୍ରଗ୍ରହଣ ଅପରାହ୍ନ ୨.୨୦ ରୁ ଆରମ୍ଭ ହୋଇ ସନ୍ଧ୍ୟା ୬.୧୬ରେ ଶେଷ ହେବ। ଗ୍ରହଣର ସମୁଦାୟ ଅବଧି ୨.୫୩ ମିନିଟ୍ ହେବ। ସୂର୍ଯ୍ୟ ଗ୍ରହଣକୁ ନେଇ ଭୟବିତ ହେବାର ଆବଶ୍ୟକତା ନାହିଁ । ସୂର୍ଯ୍ୟ ଗ୍ରହଣ ବିଷୟରେ ଅନେକ ମାନ୍ୟତା ରହିଛି, କିନ୍ତୁ ୨୦୨୫ରେ ହେବାକୁଥିବା ପ୍ରଥମ ସୂର୍ଯ୍ୟ ଗ୍ରହଣ ଭାରତରେ ଦେଖାଯିବ ନାହିଁ, କିନ୍ତୁ ତଥାପି ଆମକୁ ସତର୍କତା ଅବଲମ୍ବନ କରାଯିବା ଆବଶ୍ୟକ। ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ ମୀନ ରାଶି ଏବଂ ଉତ୍ତରା ଭଦ୍ରାପଦ ଠାରେ ହେବ। ମାର୍ଚ୍ଚ ୨୯ରେ ବର୍ଷର ପ୍ରଥମ ସୂର୍ଯ୍ୟ ଗ୍ରହଣ ଭାରତରେ ଦୃଶ୍ୟମାନ…

Read More