Author: Ayesha Debnath

Subhadra Yojana: ଯଦି ଆପଣ ଆଜି ସୁଭଦ୍ରାର ଦ୍ଵିତୀୟ କିସ୍ତି ପାଇନାହାନ୍ତି, ତେବେ ଜାଣନ୍ତୁ ପରବର୍ତ୍ତୀ କିସ୍ତି ନେଇ ବଡ଼ ଅପଡେଟ । ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟ ସରକାର ସୁଭଦ୍ରା ଯୋଜନାର ହିତାଧିକାରୀ ମହିଳାମାନଙ୍କ ଆକାଉଣ୍ଟକୁ ୨ୟ କିସ୍ତି ତାଙ୍କ ପଠାଇଛନ୍ତି । ହେଲେ ଅନେକ ମହିଳାଙ୍କୁ ଆଜି ସୁଭଦ୍ରାର ଦ୍ଵିତୀୟ କିସ୍ତି ମିଳିନାହିଁ । ଯେଉଁମାନଙ୍କୁ ସୁଭଦ୍ରା ଟଙ୍କା ମିଳିବିନି, ସେମାନଙ୍କୁ କେବେ ଟଙ୍କା ମିଳିବ ଏହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା କିଛି ଆକାଉଣ୍ଟକୁ ଆସିଥିବା ବେଳେ କିିଛି ଜଣ ଏବେ ବି ଅପେକ୍ଷା କରିଛନ୍ତି । ଟଙ୍କା କେବେ ଆସିବ ସେ ନେଇ ସେମାନେ ହତାଶ ମଧ୍ୟ ହୋଇଗଲେଣି । ମହିଳା ଦିବସରେ ସବୁ ଯୋଗ୍ୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ଯିବ ବୋଲି ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ । ବ୍ୟାଙ୍କ ଖାତାରେ…

Read More