Author: Ayesha Debnath

Geet and Aditya reunite: ଜବ୍ ୱି ମେଟ୍ ଫ୍ୟାନ୍ସମାନଙ୍କ ପାଇଁ ଖୁସି ଖବର । ସମସ୍ତଙ୍କ ପ୍ରିୟ ଅନସ୍କ୍ରିନ୍ ଯୋଡ଼ି, ଆଦିତ୍ୟ (ସାହିଦ କପୁର) ଏବଂ ଗୀତ (କରୀନା କପୁର) ପିଙ୍କ୍ ସିଟିରେ ଆୟୋଜିତ ହୋଇଥିବା ଆଇଫା ଇଭେଣ୍ଟରେ ଏକାଠି ନଜର ଆସିଥିଲେ। ପୁରସ୍କାର ରାତି ପୂର୍ବରୁ ଏକ ପ୍ରେସ୍ ମିଟ୍ ରେ ଦୁହିଁଙ୍କୁ ଦେଖିବାକୁ ମିଳିଥିଲା । ସେଠାରେ ସେମାନେ ଦୁହିଁଙ୍କୁ ଆଲିଙ୍ଗନ କରିବା ପରେ ଅନେକ କଥା ମଧ୍ୟ ହୋଇଥିଲେ । ଯାହାର ଭିଡିଓ ଏବେ ଚାରିଆଡ଼େ ଭାଇରାଲ ହେଉଛି। ଦୁହେଁ କିଛି ଅତିଥିଙ୍କୁ ସମ୍ମାନିତ କରିବା ପାଇଁ ସେଠାରେ ଆସିଥିଲେ। ସେମାନଙ୍କ ସହିତ ଚଳଚ୍ଚିତ୍ର ନିର୍ମାତା କରନ ଜୋହର ଏବଂ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ମଧ୍ୟ ମଞ୍ଚ ଉପରେ ଥିଲେ। ୨୦୦୭ ମସିହାରେ ମୁକ୍ତିଲାଭ କରିଥିବା ଇମତିଆଜ୍ ଅଲ୍ଲୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ରରେ ଶାହିଦ୍ ଏବଂ କରୀନା ସ୍କ୍ରିନ୍ ସ୍ପେସ୍ ସେୟାର କରିଥିଲେ। ଏହି ଚଳଚ୍ଚିତ୍ରରେ କରୀନା…

Read More