Author: Ayesha Debnath

Nuclear Bomb: ପରମାଣୁ ବୋମା ଆଜିର ସମୟରେ ସବୁଠାରୁ ବଡ଼ ଚିନ୍ତାର ବିଷୟ ପାଲଟିଛି। ଯଦି ଆଜି ତୃତୀୟ ବିଶ୍ୱଯୁଦ୍ଧ ହୁଏ ଏବଂ କୌଣସି ଦେଶ ଏହି ଅସ୍ତ୍ର ବ୍ୟବହାର କରନ୍ତି, ତେବେ ଏହା ଅତ୍ୟନ୍ତ ବିନାଶକାରୀ ଏବଂ ମାରାତ୍ମକ ହୋଇପାରେ । କାରଣ ବଦଳୁଥିବା ସମୟ ସହିତ କୌଶଳ ବଦଳିଛି ଏବଂ ଏହି ବୋମା ଅଧିକ ଶକ୍ତିଶାଳୀ ହୋଇଛି । ଏଭଳି ପରିସ୍ଥିତିରେ ବଢୁଥିବା ଜ୍ଞାନକୌଶଳକୁ ଦୃଷ୍ଟିରେ ରଖି ଯଦି ଆଜିର ସମୟରେ ଯୁଦ୍ଧ ହୁଏ ଏବଂ ପରମାଣୁ ବୋମା ବ୍ୟବହାର କରାଯାଏ ତେବେ ପରମାଣୁ ପ୍ରଳୟର ଯଥେଷ୍ଠ ଆଶଙ୍କା ରହିଛି କହିଲେ ଭୁଲ ହେବ ନାହିଁ । କିନ୍ତୁ ଆପଣ କେବେ ଭାବିଛନ୍ତି କି ପରମାଣୁ ବୋମାକୁ ସାଧାରଣ ବୋମା ଭଳି ନିଷ୍କ୍ରିୟ କରାଯାଇପାରିବ କି ନାହିଁ ? ଯଦି ତୃତୀୟ ବିଶ୍ୱଯୁଦ୍ଧ ସମୟରେ ଏହାକୁ ବ୍ୟବହାର କରାଯାଏ, ତେବେ ଏଥିରୁ ବଂଚା ଯାଇ ପାରିବ? କେଉଁ ଦେଶ…

Read More